"ଓଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୮ କ ଧାଡ଼ି:
| subdivision_ranks = Genera
| subdivision =
''ଏମ୍ୱଲୋନିକ୍ସ୍ଏମ୍ବଲୋନିକ୍ସ୍''<br />
''ଏଓନିକ୍ସ୍''<br />
''ଏନ୍‍ହାଇଡ୍ରା ବା ସାମୁଦ୍ରିକ ଓଧ''<br />
୧୨୫ କ ଧାଡ଼ି:
''ଟେରୋନ୍ୟୁରା'' ପ୍ରଜାତି
*ବଡ଼ ଓଧ (''ଟେରୋନ୍ୟୁରା ବ୍ରାସିଲିଏନ୍‍ସିସ୍'')
''ଏମ୍ୱଲୋନିକ୍ସ୍ଏମ୍ବଲୋନିକ୍ସ୍'' ପ୍ରଜାତି
*ଏସୀୟ ଛୋଟନଖ ଓଧ (''ଏମ୍ୱଲୋନିକ୍ସ୍ଏମ୍ବଲୋନିକ୍ସ୍ ସିନେରଏସ୍'')
''ଏଓନିକ୍ସ୍'' ପ୍ରଜାତି
*ଆଫ୍ରିକୀୟ ନଖବିହୀନ ଓଧ (''ଏଓନିକ୍ସ୍ କ୍ୟାପେନ୍ସିସ୍'')
୨୦୧ କ ଧାଡ଼ି:
ନୋଟୋ, ଇଶିକାୱା ଅଞ୍ଚଳରେ ପ୍ରଚଳିତ ଲୋକକଥା ଅନୁଯାୟୀ ଓଧମାନେ ସ୍ୱେଚ୍ଛାରେ ଯେକୌଣସି ରୂପ ଧାରଣ କରିପାରନ୍ତି ଓ ସୁନ୍ଦର ସ୍ତ୍ରୀ ବା ଛୁଆର ରୂପ ଧରନ୍ତି । କୌଣସି ମଣିଷ କଥା ହେବାକୁ ଚେଷ୍ଟା କଲେ ସେମାନେ "ଓରାୟା", "ଆରାୟା", "କାୱାଇ" ଇତ୍ୟାଦି ଧ୍ୱନିରେ ଉତ୍ତର ଦିଅନ୍ତି ।<ref>{{Cite book|author=柳田國男|title=妖怪談義|origyear=1956|year=1977|publisher=講談社|series=講談社学術文庫|isbn=978-4-06-158135-7|page=19}}</ref><ref name="村上">{{Cite book | author=村上健司編著|title=妖怪事典 | year=2000|publisher=毎日新聞社| isbn=978-4-620-31428-0|page=114 }}</ref> କାଗା ପ୍ରୋଭିନ୍ସରେ ଓଧଙ୍କ ସମ୍ପର୍କିତ ଏକ ଭୀତିପ୍ରଦାୟକ ଲୋକକଥା ମଧ୍ୟ ରହିଛି ଯାହା ଅନୁସାରେ ଓଧ ସୁନ୍ଦର ସ୍ତ୍ରୀର ରୂପ ଧାରଣ କରି ପୁରୁଷଙ୍କୁ ଆକୃଷ୍ଟ କରେ ଓ ସେମାନଙ୍କ ହତ୍ୟା କରି ସେମାନଙ୍କୁ ଆହରଣ କରେ ।<ref>{{Cite book|author=水木しげる|title=妖怪大図鑑|year=1994|publisher=講談社|series=講談社まんが百科|isbn=978-4-06-259008-2|page=59}}</ref>
 
ଏଡୋ କାଳର କିମ୍ୱଦନ୍ତୀକିମ୍ବଦନ୍ତୀ "ଉରାମି କାନାୱା" (裏見寒話),<ref name="柴田">{{Cite book|author=柴田宵曲|editor=木村新他編|title=柴田宵曲文集|origyear=1963|year=1991|publisher=小沢書店|volume=6|page=477|chapter=続妖異博物館}}</ref> "ତାଇହେଇ ହ୍ୟାକୁ ମୋନୋଗାତାରି" (太平百物語) ଓ "ଶିଫୁ ଗୋରୋକୁ" (四不語録), କାଇଡାନ ଲେଖାରେ ମଧ୍ୟ ସ୍ତ୍ରୀ ରୂପ ଧରି ପୁରୁଷଙ୍କୁ ହତ୍ୟା କରିବାର କାହାଣୀ ପ୍ରଚଳିତ ।<ref name="村上" /> ଜାପାନ ପରି [[ଚୀନ]]ରେ ମଧ୍ୟ ଓଧମାନେ ସୁନ୍ଦର ସ୍ତ୍ରୀରେ ରୂପାନ୍ତରିତ ହେବାର କଥା ବହୁ ପ୍ରାଚୀନ ପୁସ୍ତକରେ ଲେଖାଅଛି ।<ref name="柴田" />
 
ହିରୋଶିମାର ନୁମାତାଚି ସହରରେ ଓଧଙ୍କୁ “ଟୋମୋ ନୋ କାୱାଉସୋ” (伴のカワウソ) ଓ “ଆତୋ ନୋ କାୱାଉସୋ” (阿戸のカワウソ) କୁହାଯାଏ । ସେମାନେ ଭିକ୍ଷୁ ବା ସନ୍ଥଙ୍କ ରୂପ ଧାରଣ କରନ୍ତି ବୋଲି ଲୋକଙ୍କ ଧାରଣା ରହିଛି ।<ref>{{Cite book|author=藤井昭編著 | title=安芸の伝説 | year=1976| publisher=第一法規出版 |page=166}}</ref>
"https://or.wikipedia.org/wiki/ଓଧ"ରୁ ଅଣାଯାଇଅଛି