"ଶଙ୍ଖଚିଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ba with wa
୧୮ କ ଧାଡ଼ି:
ଶଙ୍ଖଚିଲ ଓ ସାଧାରଣ କଳା ଚିଲର ଆକାର ପ୍ରାୟ ସମାନ । ଉଭୟଙ୍କ ଉଡ଼ିବା ଶୈଳୀ ମଧ୍ୟ ଏକା ପରି (ଡେଣା ଟିକେ ତେର୍‍ଛା ଭାବେ ଖୋଲା ରଖି ଉଡ଼ିବା) କିନ୍ତୁ ଏମାନଙ୍କ ଲାଞ୍ଜରେ ଅଳ୍ପ ତଫାତ ରହିଛି । ଶଙ୍ଖଚିଲର ଲାଞ୍ଜର ଅଗ ଗୋଲାକାର ହୋଇଥିବା ବେଳେ ସାଧାରଣ ଚିଲର ଲାଞ୍ଜର ଅଗ ଦୋମୁହାଁ କଣ୍ଟା ଚାମଚ ପରି ।<ref name=pcr/> କିନ୍ତୁ ଏହି ଦୁଇ ପ୍ରଜାତି ପରସ୍ପରର ଅତି ନିକଟତର ।<ref>{{cite book|year=2000|chapter= Advances in the molecular systematics of African Raptors|veditors=Chancellor RD, ((Meyburg B-U))| title=Raptors at Risk|publisher= WWGBP/HancockHouse|pages=135–147|url=http://www.uni-heidelberg.de/institute/fak14/ipmb/phazb/pubwink/2000/29.%202000.pdf|vauthors=Wink M, Sauer-Gürth H }}</ref>
 
ଶଙ୍ଖଚିଲର ଡାକ ଏକ ଲମ୍ୱାଲମ୍ବା ''କ୍ୟେଁ'' ବା ''କ୍ୟୂ'' ପରି ଶୁଭେ<ref name=pcr>{{cite book |year=2005| title=Birds of South Asia: The Ripley Guide. Volume 2|publisher= Smithsonian Institution and Lynx Edicions|page=86|author1=Rasmussen, PC |author2=JC Anderton |lastauthoramp=yes }}</ref> ଓ ବିଲେଇର ମ୍ୟାଉଁ ବୋବାଇବା ପରି ଲାଗେ ।
 
==ବର୍ଗୀକରଣ==
"https://or.wikipedia.org/wiki/ଶଙ୍ଖଚିଲ"ରୁ ଅଣାଯାଇଅଛି