"ବ୍ରାହ୍ମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
୧୨ କ ଧାଡ଼ି:
# ଅନ୍ନପ୍ରଶନ—୧ବର୍ଷ ବୟସ ହେବା ପରେ ସନ୍ତାନକୁ ପ୍ରଥମେ ଅନ୍ନ ଖୁଆଇବା ଆଚାର
# ଚୂଡ଼ାକରଣ— ୩ୟ ବର୍ଷ ପରେ ସନ୍ତାନର ମସ୍ତକ ମୁଣ୍ତନ କରି ସ୍ଥଳବିଶେଷରେ କେଶଗୁଚ୍ଛ ରକ୍ଷା କରି ତଦ୍ଦ୍ୱାରା ଶିକ୍ଷା ବନ୍ଧନ କରିବା ଆଚାର (ଏହି ଉପଲକ୍ଷରେ କର୍ଣ୍ଣବେଧ ଓ ବିଦ୍ୟାରମ୍ଭ କରାଯାଏ)
# ଉପନୟନ— ଯଜ୍ଞାଦି କର୍ମ ପୂର୍ବକ ସନ୍ତାନକୁ ଯଜ୍ଞୋପବୀତ ପିନ୍ଧାଇବା ରୁପ ସଂସ୍କାର— ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟମାନଙ୍କର ଏହି ସଂସ୍କାରକୁ ପୁନର୍ଜନ୍ମ ବୋଲାଯାଏ, ଉପନୟନ ହେବାରୁ ଏମାନଙ୍କର ଅନ୍ୟ ନାମ 'ଦ୍ୱିଜ' । ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟଙ୍କର ଉପନୟନ ନିମନ୍ତେ ଭିନ୍ନ ଭିନ୍ନ ବୟସ ନିର୍ଦ୍ଦିଷ୍ଟ ଅଛି । ଉପନୟନ ନ ହେବା ପର୍ଯ୍ୟନ୍ତ ଦ୍ୱିଜ ସନ୍ତାନ ଶୂଦ୍ର ବୋଲି ବିବେଚିତ ହୁଏ ଓ ସଂସ୍କାର ହେଲେ ତାକୁ ଦ୍ୱିଜ ବୋଲାଯାଏ । ଏହି ସଂସ୍କାରହିଁ ଦ୍ୱିଜର ପ୍ରଧାନ ସଂସ୍କାର । ଉପନୟନ କର୍ମ ସାରି ବ୍ରାହ୍ମଣ ସନ୍ତାନ ବ୍ରହ୍ମଚର୍ଯ୍ୟ ଅବଲମ୍ୱନଅବଲମ୍ବନ ପୂର୍ବକ ଗୁରୁ ଗୃହରେ ବାସ କରି ବେଦାଧ୍ୟୟନ କରିବ, ଏପରି ବିଧି ଅଛି
# ସମାବର୍ତ୍ତନ— ଗୁରୁ ଗୃହରେ ବେଦାଧ୍ୟୟନ ସମାପ୍ତ କରି ଗୁରୁଙ୍କ ଆଦେଶରେ ବିବାହ ନିମନ୍ତେ ଗୃହକୁ ଫେରି ଆସିବ ସମୟରେ ଅନୁଷ୍ଠେୟ ଆଚାର ଏହିଠାରେ ବ୍ରହ୍ମଚର୍ଯ୍ୟାଶ୍ରମ ସମାପ୍ତ ହୁଏ ।
# ବିବାହ— ବେଦବିହିତ ମନ୍ତ୍ରାଦି ଅନୁଷ୍ଠାନ ପୂର୍ବକ ଧର୍ମପତ୍ନୀ ଗ୍ରହଣ ରୂପ ଆଚାର ଓ ଗୃହସ୍ଥଶ୍ରମରେ ପ୍ରବେଶ ବର୍ତ୍ତମାନ ଏହି ସବୁ ସଂସ୍କାର ବା 'ବଶ କର୍ମ' ନାମ ମାତ୍ର ଅନୁଷ୍ଠିତ ହେଉଅଛି ଓ ଉପନୟନ ବେଳେ ଏକାବେଳକେ ଏହି ଦଶ କର୍ମର ଅଭିନୟ ମାତ୍ର କରାଯାଏ ।
୨୦ କ ଧାଡ଼ି:
# ଗାର୍ହସ୍ଥ୍ୟ— ବିବାହ ପୂର୍ବକ ଆଚାର ଓ କର୍ତ୍ତବ୍ୟ ପ୍ରତିପାଳନ
# ବାନପ୍ରସ୍ଥ— ସନ୍ତାନ ଆଦି ଲାଭ କରିବା ପରେ ଗୃହ ତ୍ୟାଗ କରି ତପଃ ସାଧନାର୍ଥ ଅରଣ୍ୟକୁ ଯିବା ଓ ସେଠାରେ ଫଳ ମୂଳ ଖାଇ ବଞ୍ଚିବା
# ସନ୍ନ୍ୟାସ ବା ଭିକ୍ଷୁ ବ୍ରତ— କେତେକ କାଳ ବାନପ୍ରସ୍ଥ ଅବଲମ୍ୱନଅବଲମ୍ବନ କରି ଅତି ବୃଦ୍ଧ ହେଲେ ଜନପଦମାନଙ୍କରେ ଗୃହସ୍ଥାନମାନଙ୍କ ନିକଟରେ ଭିକ୍ଷା କରି ଜୀବନ ଧାରଣ କରନ୍ତି ।
 
<!--
ଏହି ଆଶ୍ରମ ମାନ ଅବଲମ୍ୱନଅବଲମ୍ବନ କରିବାର ନିର୍ଦ୍ଦିଷ୍ଟ ବୟସମାନ ଅଛି ବର୍ତ୍ତମାନ ବ୍ରାହ୍ମଣର ଏ ଆଶ୍ରମମାନ କାର୍ଯ୍ୟତଃ ପାଳିତ ହେଉନାହିଁ ଉପଳୟନ ପରାଦିନ (କହିଲେ ଚଳେ) ବିବାହ କରି ଗୃହସ୍ଥ ହୋଇ ଶେଷ ଜୀବନ ପର୍ଯ୍ୟନ୍ତ ସେହି ଗୃହସ୍ଥାଶ୍ରମରେ ଘାଣ୍ଟି ହୋଇ ବ୍ରାହ୍ମଣମାନେ ଜୀବନ ଅତିବାହିତ କରିଅଛନ୍ତି ବ୍ରାହ୍ମଣର ଶାସ୍ତ୍ରର ନିରୁପତି କର୍ତ୍ତବ୍ୟ ୩ଟି ଯଥା—ଅଧ୍ୟୟନ ଯଜନ ଓ ଦାନ ବ୍ରାହ୍ମଣର ଶାସ୍ତ୍ର ନିରୁପୁତ ଜୀବିକା ୩ଟି ଯଥା—ଅଧ୍ୟାପନ, ଯାଜନ ଓ ପ୍ରତିଗ୍ରତ ବ୍ରାହ୍ମଣଙ୍କର ନିତ୍ୟ— କର୍ତ୍ତବ୍ୟ ସ୍ୱଧର୍ମ, ଯଥା—ତ୍ରିସନ୍ଧ୍ୟାରେ ବ୍ରହ୍ମଙ୍କ ଧ୍ୟାନ, ଆରାଧନା ଓ ହରିଙ୍କୁ ଅର୍ପିତ ନୈବେଦ୍ୟ ଗ୍ରହଣ ବ୍ରାହ୍ମଣର ଲକ୍ଷଣ ଯଥା—ଯୋଗ, ତପସ୍ୟା, ଦାନ, ବ୍ରତ ଦମ ବା ଇନ୍ଦ୍ରିୟ ସଂଯମ, ଶୌଚ, କ୍ଷମା, ସରଳତା, ଅହିଂସା, ଦୟା, ବିଦ୍ୟା, ବିଜ୍ଞାନ, ଆସ୍ତିକ୍ୟ, ସତ୍ୟବାହିତା ବ୍ରାହ୍ମଣର ପ୍ରଧାନ ମନ୍ତ୍ର ଓ କାର ଓ ଗାୟତ୍ରୀ
ପୁରାଣମାନଙ୍କରେ (ଯଥା ଅଗ୍ନି, ପଦ୍ମ, ବ୍ରହ୍ମବୈବର୍ତ୍ତ ଆଦିରେ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ, ନିତ୍ୟକ୍ରିୟା, ଆଚରଣ, ଲକ୍ଷଣ, ଆଦି ବିଶେଷରୂପେ ବର୍ଣ୍ଣିତ ହୋଇଅଛି; ତନ୍ତ୍ରଧ୍ୟରେ ପ୍ରଧାନ କଥା ବେଦାଧ୍ୟୟନ, କ୍ରିସନ୍ଧ୍ୟରେ ବ୍ରହ୍ମ ଉପାସନା ଓ ଯଜ୍ଞ ସାଧନ ଅଟେ ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ଦେଶରେ ପ୍ରାଚୀନ ରୀତିନିତିକ ପରିବର୍ତ୍ତନ ସଙ୍ଗେ ବ୍ରାହ୍ମଣଙ୍କ କ୍ରିୟାକଳାପର ଏକପ୍ରକାର ଲୋପ ଘଟିଅଛି ଓ ବ୍ରାହ୍ମଣମାନେ ଅନ୍ୟ ଜାତିମାନଙ୍କର, ଏପରି ଶୂଦ୍ରର, କ୍ରିୟା କରିବାକୁ ବାଧ୍ୟ ହେଉଅଛନ୍ତି ପୁରାଣକାରମାନେ ସର୍ବଲକ୍ଷଣ ସମ୍ପନ୍ନ ଓ ସଦାଚାରରତ ବ୍ରାହ୍ମଣଙ୍କୁ ବିଷ୍ଣୁଙ୍କ ସଙ୍ଗେ ତୁଳନା କରିଅଛନ୍ତି ଓ ନିନ୍ଦିତ କର୍ମଚାରୀ ଆଚାର ରହିତ ବିପ୍ରଙ୍କୁ ବିଷହୀନ ସର୍ପ ଓ ଶୁଦ୍ର ସଙ୍ଗେ ତୁଳନା କରି ଅଛନ୍ତି କେଉଁ ବ୍ରାହ୍ମଣମାନେ ଶୁଦ୍ର ବୋଲି ବିବେଚିତ ହେବେ ତାହା ବ୍ରହ୍ମବୈବର୍ତ୍ତ ପୁରାଣରେ ଉକ୍ତ ଅଛି ଓ ତାହା ଦେଖିଲେ ଆଜିକାଲି ସମାଜରେ ବ୍ରହ୍ମଣରୂପେ ପଇତା ପକାଇଥିବା ବ୍ରହ୍ମଣମାନେ ପ୍ରକୃତରେ ବ୍ରାହ୍ମଣ ପଦ ବାଚ୍ୟ ନୁହନ୍ତି ବୋଲି ଜଣା ପଡ଼ିବ ପୁରାଣ ମତରେ ବ୍ରାହ୍ମଣ୍ୟ ବାହ୍ୟ ଚିହ୍ନ ଯଥା—ଗଳଦେଶରେ ଯଜ୍ଞ ସୂତ୍ର ଦାରଣ, ସର୍ବଦା ନିର୍ମଳ ଉତ୍ତରୀୟ ଓ ଧୌତ ଅଧୋବସ୍ତ୍ର ପରିଧାନ, କଲାଟରେ ଚିଳକ, ହସ୍ତରେ କୁଶାଜ୍ଞୂରୀୟ, କଟୀଦେଶରେ କୁଶମୟୀ ମେଖଳା ଓ ମସ୍ତକରେ ଗ୍ରନ୍ଥବଦ୍ଧ ଶିଖା ଧାରଣ
"https://or.wikipedia.org/wiki/ବ୍ରାହ୍ମଣ"ରୁ ଅଣାଯାଇଅଛି