"ବଉଳା କୁମ୍ଭୀର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
ଟିକେ ba with wa
୨୦ କ ଧାଡ଼ି:
}}
 
'''ବଉଳା କୁମ୍ଭୀର''' ବା '''ଲୁଣା କୁମ୍ଭୀର''' (ଈଂରାଜୀରେ '''The Saltwater Crocodile''', ଜୀବବିଜ୍ଞାନ ନାମ '''''Crocodylus porosus''''') ଅନ୍ୟ ସମସ୍ତ ଜଳଚର ମାଂସଭୋଜୀ ଶିକାରୀ ଜୀବଙ୍କ ମଧ୍ୟରେ ଆକାରରେ ବୃହତ୍ତମ । ବର୍ତ୍ତମାନ ସମୟରେ ଦେଖାଯାଉଥିବା ସମସ୍ତ ସରୀସୃପଙ୍କ ମଧ୍ୟରେ ବି ଏହା ବଡ଼ । ବ୍ୟବହାରିକ ଈଂରାଜୀ ଭାଷାରେ ଏହାର ଅନେକ ଗୁଡ଼ିଏ ନାମ ରହିଛି, ଯଥା : '''estuarine crocodile (ମୁହାଣୁଆ କୁମ୍ଭୀର)''', '''Indo-Pacific crocodile (ଭାରତ-ପ୍ରଶାନ୍ତ ମହାସାଗରୀୟ କୁମ୍ଭୀର)''', '''marine crocodile (ସାମୁଦ୍ରିକ କୁମ୍ଭୀର)''', '''sea crocodile (ସମୁଦ୍ର କୁମ୍ଭୀର)''' ଅଥବା '''saltie (ଲୁଣା)''' ।<ref>{{cite journal|author=Allen, G. R. |year=1974|title=The marine crocodile, ''Crocodylus porosus'', from Ponape, Eastern Caroline Islands, with notes on food habits of crocodiles from the Palau Archipelago|journal=Copeia|volume=1974|issue=2|pages=553|doi=10.2307/1442558|jstor=1442558}}</ref> ଏହି ପ୍ରଜାତିର ଅଣ୍ଡିରା କୁମ୍ଭୀରମାନେ ବଢ଼ି ପ୍ରାୟ ୭ ମିଟର୍ (୨୩ ଫୁଟ୍) ପର୍ଯ୍ୟନ୍ତ ଲମ୍ୱାଲମ୍ବା ହୋଇପାରନ୍ତି ।<ref name="Britton et al. 2012">{{cite journal|last1=Britton|first1=Adam R. C.|last2=Whitaker|first2=Romulus|last3=Whitaker|first3=Nikhil|title=Here be a Dragon: Exceptional Size in Saltwater Crocodile (''Crocodylus porosus'') from the Philippines|journal=Herpetological Review |date=2012 |volume=43 |issue=4 |pages=541–546}}</ref> କିନ୍ତୁ ଏକ ବୟସ୍କ ବଉଳା କୁମ୍ଭୀର ୬ ମିଟର୍ (୧୯.୭ ଫୁଟ୍) ଟପିବା ଉଦାହରଣ କ୍ୱଚିତ୍ ଦେଖାଯାଏ ଓ ଏମାନଙ୍କ ଓଜନ ୧୦୦୦ରୁ ୧୨୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇପାରେ ।<ref name=ADW>{{cite web |url=http://animaldiversity.org/accounts/Crocodylus_porosus/#physical_description |title=Crocodylus porosus |publisher=Animal Diversity Web |accessdate=3 June 2015}}</ref> ମାଈ ବଉଳା କୁମ୍ଭୀରମାନେ ଆକାରରେ ଛୋଟ ଓ ପ୍ରାୟ ୩ ମିଟର୍ (୯.୮ ଫୁଟ୍) ପର୍ଯ୍ୟନ୍ତ ଲମ୍ୱାଲମ୍ବା ହୁଅନ୍ତି ।<ref name=ADW/>
 
ବଉଳା କୁମ୍ଭୀରମାନେ ସମୁଦ୍ରର ଲୁଣିଆ ପାଣିରେ ରହିପାରନ୍ତି । ତେବେ ଏହି ପ୍ରଜାତିର କୁମ୍ଭୀର ମୁଖ୍ୟତଃ ହେନ୍ତାଳ ବଣ ବା ଲୁଣା ଜଙ୍ଗଲର ନଦୀ ପାଣିରେ, ତ୍ରିକୋଣଭୂମି ଅଞ୍ଚଳରେ, ଲୁଣ ଓ ମଧୁର ପାଣି ମିଶା ହ୍ରଦରେ, ନଦୀ ମୁହାଣରେ ଦୃଶ୍ୟମାନ ହୁଅନ୍ତି । ବିଶ୍ୱର ସମସ୍ତ କୁମ୍ଭୀର ପ୍ରଜାତିମାନଙ୍କ ମଧ୍ୟରେ ଏହି ପ୍ରଜାତିର ଭୌଗୋଳିକ ବ୍ୟାପ୍ତି ସର୍ବାଧିକ । [[ଭାରତ]]ର ପୂର୍ବ ତଟରୁ ନେଇ, ଦକ୍ଷିଣ-ପୂର୍ବ [[ଏସିଆ]], ଉତ୍ତର [[ଅଷ୍ଟ୍ରେଲିଆ]] ପର୍ଯ୍ୟନ୍ତ ବଉଳା କୁମ୍ଭୀର ବସବାସ କରନ୍ତି । ପ୍ରାଚୀନ ସମୟରେ ଦକ୍ଷିଣ [[ଚୀନ]]ରେ ମଧ୍ୟ ବଉଳା କୁମ୍ଭୀର ବସବାସ କରୁଥିଲେ ।