"ଢମଣା ସାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ba with wa
୧୦୧ କ ଧାଡ଼ି:
 
==ଶତ୍ରୁ==
ବଡ଼ ଓ ସ୍ୱାବଲମ୍ୱୀସ୍ୱାବଲମ୍ବୀ ଢମଣା ସାପଙ୍କୁ ଅନେକ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏମାନଙ୍କ ପରିବାସରେ ରହୁଥିବା ଆଉ ଏକ ସାପ [[ଅହିରାଜ]] ଏମାନଙ୍କୁ ଶିକାର କରି ଖାଇଥାନ୍ତି । ସାନ ଆକାରର ଢମଣା ସାପ ବିଭିନ୍ନ ଶିକାରୀ ପକ୍ଷୀ (ଯଥା - ଚିଲ, ଛଞ୍ଚାଣ, ବାଜ), ବଡ଼ ସରୀସୃପ, ମଧ୍ୟମ ଆକାରର ସ୍ତନ୍ୟପାୟୀ ଜୀବ (ଯଥା - ନେଉଳ) ଇତ୍ୟାଦିଙ୍କ ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥାନ୍ତି ।<ref name="snakesoftaiwan.com">http://www.snakesoftaiwan.com/Ptyas%20mucosa/species_ptyas_mucosa.htm</ref>
 
ଢମଣା ଓ ତାଙ୍କ ପ୍ରଜାତିର ସାପମାନଙ୍କୁ ମନୁଷ୍ୟମାନେ ମଧ୍ୟ ବହୁ ସମୟରେ କାତି ବା ମାଂସ ପାଇଁ ମାରି ପକାଇଥାନ୍ତି । ଚୀନ ଓ ଇଣ୍ଡୋନେସିଆ ପରି ଦେଶରେ ଢମଣା ପାଳନ ଓ ବ୍ୟବସାୟ ସମ୍ପର୍କିତ ନିୟମାବଳୀ ରହିଥିଲେ ହେଁ ବହୁ ସମୟରେ ଲୋକେ ଏହାର ଅବମାନନା କରିଥାନ୍ତି ।<ref>https://docs.google.com/viewer?url=http%3A%2F%2Fwww.traffic.org%2Fspecies-reports%2Ftraffic_species_reptiles25.pdf</ref>
"https://or.wikipedia.org/wiki/ଢମଣା_ସାପ"ରୁ ଅଣାଯାଇଅଛି