"୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
୬୫ କ ଧାଡ଼ି:
}}
 
'''ଓଡ଼ିଶାର ବିଧାନ ସଭା ନିର୍ବାଚନ''' ୨୦୧୯ ମସିହା ୧୧ ଅପ୍ରେଲରୁ ୨୯ ଅପ୍ରେଲ ମଧ୍ୟରେ ଓଡ଼ିଶାର [[୨୦୧୯ ଭାରତୀୟ ସାଧାରଣ ନିର୍ବାଚନ|ଲୋକ ସଭା ଆସନଗୁଡ଼ିକର ନିର୍ବାଚନ]] ସହ ମିଶିକରି ହେବ ।<ref>{{Cite web|url=http://www.dharitri.com/main/news/102674|title=ବାଜିଲା ନିର୍ବାଚନୀ ବିଗୁଲ: ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ, ଏପ୍ରିଲ ୧୧ରୁ ଆରମ୍ଭ; ଆଚରଣବିଧି ଲାଗୁ|last=Dharitri|website=Dharitri.com|language=en|access-date=2019-03-11}}</ref><ref>[http://www.newindianexpress.com/states/odisha/2018/mar/04/congress-bjd-dismiss-bjps-claim-to-win-odisha-in-2019-after-victory-in-tripura-1782028.html Congress, BJD dismiss BJP's claim to win Odisha in 2019 after victory in Tripura] New Indian Express, 4 March 2018</ref> ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା [[ବିଜୁ ଜନତା ଦଳ]]<nowiki/>ର ନେତା [[ନବୀନ ପଟ୍ଟନାୟକ]], [[ଭାରତୀୟ ଜନତା ପାର୍ଟି]]ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ<ref>{{Cite web|url=https://indianexpress.com/article/india/dharmendra-pradhan-to-be-bjps-chief-ministerial-candidate-in-odisha-5467728/|title=Dharmendra Pradhan to be BJP’s chief ministerial candidate in Odisha: Senior BJP leader|date=2018-11-27|website=The Indian Express|language=en-IN|access-date=2019-02-11}}</ref>, ଧର୍ମେନ୍ଦ୍ର ପ୍ରଧାନ ଏବଂ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳ ମୁଖ୍ୟ ପ୍ରତିଯୋଗୀ ଭାବେ ନିର୍ବାଚନ ଲଢ଼ିବେ । ୧୫ଶ ବିଧାନସଭାରବିଧାନ ସଭାର କାର୍ଯ୍ୟକାଳ ୨୪ ମଇ ୨୦୧୯ ତାରିଖରେ ସମାପ୍ତ ଘଟିଥିଲା ।
[[ଫାଇଲ:2019_election_in_Jaydev_constituency,_Odisha.jpg|thumb|ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥରେ ଲୋକେ ମତଦାନ ପାଇଁ ଧାଡ଼ି ହୋଇ ଛିଡ଼ାହୋଇଥିବାର ଏକ ଦୃଶ୍ୟ ]]
ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ ତାରିଖରେ ପ୍ରକାଶ ପାଇଥିଲା, ଯେଉଁଥିରେ ବିଜେଡି ମୋଟ ୧୪୬ରୁ (ପାଟକୁରା ଆସନରେ ନିର୍ବାଚନ ହୋଇନଥିଲା) ୧୧୨ଟି ଆସନରେ ବିଜୟୀହୋଇ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜୟୀ ହୋଇ ସରକାର ଗଢ଼ିଥିଲା ।