"୧ମ ଓଡ଼ିଶା ବିଧାନ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
୩୩ କ ଧାଡ଼ି:
}}
 
[[ଓଡ଼ିଶା ବିଧାନ ସଭା]]ର '''୧ମ ବିଧାନ ସଭା''' ୨୦ ଫେବୃଆରୀ ୧୯୫୨ରୁ ଆରମ୍ଭ ହୋଇ ୪ ମଇ ୧୯୫୭ଯାଏଁ ଚାଲିଥିଲା ।<ref name="ଓଡ଼ିଶା ରାଜନୀତିର ଇତିହାସ">{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |date=2013 |publisher=ଆମ ଓଡ଼ିଶା |location=ଭୁବନେଶ୍ୱର |url=https://or.wikisource.org/s/5b8 |accessdate=25 December 2018}}</ref><ref name=":0">{{Cite web|url=http://odishaassembly.nic.in/BriefHistory.aspx|title=Brief History|website=odishaassembly.nic.in|access-date=2019-06-29}}</ref> ଏହି ବିଧାନ ସଭାର ବଚସ୍ପତି ଥିଲେ [[ନନ୍ଦ କିଶୋର ଦାସ]], ଯିଏକି ୦୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ଯାଏଁ ଦାୟିତ୍ୱ ତୁଲାଇଥିଲେ । [[ଭାରତୀୟ ଜାତୀୟ କଂଗ୍ରେସ]] ଏହି ବିଧାନସଭାରେବିଧାନ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ [[ନବକୃଷ୍ଣ ଚୌଧୁରୀ]] ଏହି ବିଧାନ ସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ । [[ଗଣତନ୍ତ୍ର ପରିଷଦ]]ର ନେତା [[ଶ୍ରଦ୍ଧାକର ସୂପକାର]] ବିରୋଧୀ ଦଳର ନେତା ଭାବରେ ଏହି ବିଧାନ ସଭାରେ କାର୍ଯ୍ୟ କରିଥିଲେ ।<ref name=":0" />
 
==ନୂତନ ଭୋଟଦାନ ବ୍ୟବସ୍ଥା==
୩୯ କ ଧାଡ଼ି:
 
==ଆସନ ବୃଦ୍ଧି==
ଦେଶ ସ୍ୱାଧୀନ ହେବାପରେ ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବା ପରେ ନୂତନ ସମ୍ୱିଧାନ କାର୍ଯ୍ୟକାରୀ ହୋଇଥିଲା । ସ୍ୱାଧୀନତା ପରେ ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା, ଫଳରେ ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନସଭାବିଧାନ ସଭା ପାଇଁ ଆସନ ସଂଖ୍ୟା ୬୦ରୁ ୧୪୦କୁ ବୃଦ୍ଧି କରାଇଥିଲେ ।<ref name="ଓଡ଼ିଶା ରାଜନୀତିର ଇତିହାସ"/> ୧୪୦ଟି ବିଧାନସଭାବିଧାନ ସଭା ଆସନରୁ ୭୬ଟି ଜଣିକିଆ ଓ ୩୨ଟି ଯୁଗ୍ମ ନିର୍ବାଚନମଣ୍ଡଳୀନିର୍ବାଚନ ମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଥିଲା । ଏହି ୩୨ଟି ଯୁଗ୍ମ ନିର୍ବାଚନମଣ୍ଡଳୀରୁନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଜଣେ ଆଦିବାସୀ/ହରିଜନ (ସେମାନଙ୍କର ଜନସଂଖ୍ୟା ଅନୁପାତରେ) ନିର୍ବାଚିତ ହେବାର ସୁବିଧା ରଖାଯାଇଥିଲା ।
 
==ସାଧାରଣ ନିର୍ବାଚନ==
୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର କରାଯାଇଥିଲା । ଓଡ଼ିଶାର ବିଧାନସଭାବିଧାନ ସଭାଲୋକସଭାଲୋକ ସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ୱର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରି ୨୪ ତାରିଖ ଯାଏଁ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ଥିଲା ପ୍ରଥମ ସାମ୍ୱିଧାନିକ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ସମୁଦାୟ ୩୪.୧୯% ମତଦାନ ହୋଇଥିଲା ।<ref>{{Cite web|url=https://eci.gov.in/files/file/3617-orissa-1951/|title=Orissa 1951|website=Election Commission of India|language=en-IN|access-date=2019-06-27}}</ref>
 
==ଫଳାଫଳ==
୪୮ କ ଧାଡ଼ି:
 
==ଶପଥ ଗ୍ରହଣ ଏବଂ ସଭା ଆରମ୍ଭ==
[[ନବକୃଷ୍ଣ ଚୌଧୁରୀ]] ସଂଖ୍ୟାଗରିଷ୍ଠ ଦଳର ନେତା ନିର୍ବାଚିତ ହୋଇ ୭ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ପରେ ୧୯୫୨ ମସିହା ମାର୍ଚ୍ଚ ୪ତାରିଖରେ ପ୍ରଥମ ବିଧାନସଭାରବିଧାନ ସଭାର ଅନ୍ୟ ସଭ୍ୟମାନେ ଶପଥ ଗ୍ରହଣ କରିଥିଲେ ।<ref name="ଓଡ଼ିଶା ରାଜନୀତିର ଇତିହାସ"/> ବିଧାନସଭାବିଧାନ ସଭା ସଦସ୍ୟ ରାଜା [[ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ]] ସଭ୍ୟମାନଙ୍କୁ ଶପଥପାଠ କରାଇଥିଲେ । ସେହିଦିନ ନବଗଠିତ ବିଧାନସଭାରବିଧାନ ସଭାର ପ୍ରଥମ ବୈଠକ ନୂଆ ରାଜଧାନୀ [[ଭୁବନେଶ୍ୱର]]ର [[ସର୍ଦ୍ଦାର ପଟେଲ ହଲ]]ରେ ଅନୁଷ୍ଠିତ ହୋଇଥିଲା ।
 
[[ଶ୍ରଦ୍ଧାକର ସୂପକାର]] ବିରୋଧିଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ।<ref name="ଓଡ଼ିଶା ରାଜନୀତିର ଇତିହାସ"/> [[ନନ୍ଦକିଶୋର ଦାସ]] ବାଚସ୍ପତି ଓ [[ମୌଲବୀ ମହମ୍ମଦ ହନିଫ୍‍]] ଉପବାଚସ୍ପତି ଭାବରେ ୧୯୫୨ ମସିହା ମାର୍ଚ୍ଚ ୮ ତାରିଖରେ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସମୁଦାୟ ୩ଜଣ ମହିଳା ସଭ୍ୟ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ; ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀରନିର୍ବାଚନ ମଣ୍ଡଳୀର [[କୁମାରୀ ରାମ ରାଜ]] (ସ୍ୱାଧୀନ); ରାଜନଗରରୁ [[ସରସ୍ୱତୀ ଦେବୀ]] (କଂଗ୍ରେସ) ଓ ରଣପୁରରୁ [[ବସନ୍ତମଞ୍ଜରୀ ଦେବୀ]] (କଂଗ୍ରେସ) ।<ref name="ଓଡ଼ିଶା ରାଜନୀତିର ଇତିହାସ"/>
 
==ନିର୍ବାଚିତ ସଦସ୍ୟବୃନ୍ଦ==
ପ୍ରଥମ ବିଧାନସଭାବିଧାନ ସଭା ନିର୍ବାଚନରେ ନିର୍ବାଚିତ ସଦସ୍ୟଙ୍କର ତାଲିକା:<ref name="ଓଡ଼ିଶା ରାଜନୀତିର ଇତିହାସ"/><ref>{{Cite web|url=http://odishaassembly.nic.in/profile_detail.aspx?x=1|title=List of Members in First Assembly( 20/02/1952-04/03/1957)|last=|first=|date=|website=odishaassembly.nic.in|archive-url=http://www.webcitation.org/76p1dnxs1|archive-date=12 March 2019|dead-url=|access-date=2019-03-12}}</ref>
{| class="wikitable sortable"
|-