"ଯୁବରାଜ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅବସର ତଥ୍ୟ
ଟିକେ ସାଧାରଣ ବନାନ ସୁଧାର
୧୧୫ କ ଧାଡ଼ି:
ଯୁବରାଜ ୧୯ ବର୍ଷରୁ କମ୍ କୁଚ୍-ବିହାର ଟ୍ରଫିର ଫାଇନାଲ(ବିହାର ବିପକ୍ଷରେ)ରେ ୩୫୮ ରନ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ, ସେ ମଧ୍ୟ ଏଥିରେ ପଞ୍ଜାବ ଦଳର ଅଧିନାୟକ ଥିଲେ । ତାଙ୍କୁ ୨୦୦୦ ମସିହାରେ [[ଶ୍ରୀଲଙ୍କା]]ରେ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପରେ ସାମିଲ କରାଗଲା । ତାଙ୍କୁ ମଧ୍ୟ ୨୦୦୦ ମସିହାରେ [[ବେଙ୍ଗାଳୁରୁ]] ସ୍ଥିତ ଜାତୀୟ କ୍ରିକେଟ ପ୍ରତିଷ୍ଠାନରେ ଭର୍ତ୍ତି ପାଇଁ ବଛା ଯାଇଥିଲେ । ୨୦୧୧ ମସିହାରେ ସେ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ, ସଫଳତାର ସହ କର୍କଟ ରୋଗରୁ ବାହାରି ସେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟରେ ୨୦୧୨ ମସିହାରେ ପ୍ରତ୍ୟାବର୍ତ୍ତନ କରିଥିଲେ ।
 
୧୦ ମଇ ୨୦୧୯ ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ ।<ref name=":0">{{Cite web|url=http://www.dharitri.com/21181/|title=ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା -|last=Dharitri|date=2019-06-10|language=en-US|access-date=2019-06-11}}</ref> ୨୦୧୨ ମସିହାରେ ସେ ଶେଷ ଥର ପାଇଁ ଟେଷ୍ଟ କ୍ରିକେଟ, ୨୦୧୭ ମସିହାରେ ଶେଷଥର ପାଇଁ ଭାରତ ପକ୍ଷରୁ ପ୍ରତିଧ୍ଵନିତ୍ବପ୍ରତିଧ୍ୱନିତ୍ବ କରିଥିଲେ ।<ref name=":0" /><ref>{{Cite web|url=http://www.samajalive.in/yuvi-declare-retirement/86525.html|title=ଅବସର ନେଲେ କ୍ରିକେଟିୟର ଯୁବରାଜ ସିଂ|last=Bureau|first=Samaja Live|date=2019-06-10|website=Samaja Live|language=en-US|access-date=2019-06-11}}</ref>
 
== ଯୁବରାଜ ଏବଂ ଓଡ଼ିଶା ==