"ମାଇକେଲ କୋଲିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandbox1ରୁ ମାଇକେଲ କୋଲିନକୁ ଘୁଞ୍ଚାଇଲେ: page created
ଟିକେ ସାଧାରଣ ବନାନ ସୁଧାର
୧୩ କ ଧାଡ଼ି:
| signature = Michael Collins Signature.svg
}}
'''ମାଇକେଲ କୋଲିନ''' ଜଣେ ଯାନ୍ତ୍ରିକ ଇଂଜିନିୟର ତଥା ସଂଯୁକ୍ତ ରାଷ୍ଟ୍ର ବାୟୁସେନା (ରିଜର୍ଭ)ର ପୂର୍ବତନ ମେଜର ଜେନେରାଲ । ତାଙ୍କର ପ୍ରଥମ ଅନ୍ତରୀକ୍ଷ ଅଭିଯାନରେ (ଜେମିନି-୧୦ ଅନ୍ତରୀକ୍ଷ ଅଭିଯାନ) କମାଣ୍ଡର ପାଇଲଟ୍ ଜନ ୟଙ୍ଗଙ୍କ ସହ ଦୁଇଟି ଅନ୍ତରୀକ୍ଷ ଯାନରେ ସେ କକ୍ଷୀୟ ପରିଭ୍ରମଣ କରିବା ସହ ଅନ୍ତରୀକ୍ଷରେ ଚାଲିବାରେ ସମର୍ଥ ହୋଇଥିଲେ । ଏହାପରେ ତାଙ୍କ ଦ୍ଵିତୀୟଦ୍ୱିତୀୟ ଅନ୍ତରୀକ୍ଷ ଅଭିଯାନରେ ସେ ଆପୋଲୋ-୧୧ ଚନ୍ଦ୍ର ଅଭିଯାନରେ କମାଣ୍ଡ ମଡ୍ୟୁଲର ପାଇଲଟ ଭାବେ ଚନ୍ଦ୍ର କକ୍ଷରେ ଯାନ ପରିଚାଳନା କରୁଥିବା ବେଳେ [[ନୀଲ ଆର୍ମଷ୍ଟ୍ରଙ୍ଗ]] ଏବଂ [[ବଜ ଆଲଡ୍ରିନ]] ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ । ଏହି ଅନ୍ତରୀକ୍ଷ ଅଭିଯାନରେ ମଣିଷ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପାଦ ପକାଇବା ପାଇଁ ସମର୍ଥ ହୋଇଥିଲା । ସେ ହେଉଛନ୍ତି ଚନ୍ଦ୍ରକୁ ପହଞ୍ଚିଥିବା ୨୪ତମ ବ୍ୟକ୍ତି ଏବଂ ମହାକାଶରେ ଭାସମାନ ଅବସ୍ଥାରେ ପଦଚାଲନା କରିବାରେ ତୃତୀୟ ଆମେରୀକିୟ ।
== ପ୍ରାରମ୍ଭିକ ଜୀବନ ==
କୋଲିନଙ୍କ ଜନ୍ମ ଅକ୍ଟୋବର ୩୧, ୧୯୩୦ ମସିହାରେ ରୋମ ସହରରେ <ref name="astronautscholarship">{{cite web |title=Michael Collins {{!}} Astronaut Scholarship Foundation |url=https://www.astronautscholarship.org/Astronauts/michael-collins/ |website=www.astronautscholarship।ଓର୍ଗ୍ |accessdate=11 June 2019}}</ref><ref name="nasa">{{cite web |title=Astronaut Fact Book |url=https://www.nasa.gov/pdf/740566main_current.pdf |website=www.nasa.gov |accessdate=11 June 2019}}</ref>। ପିତା ଜେମସ ଲାଟନ ଥିଲେ ଆମେରିକାର ଜଣେ ଆର୍ମି ଅଫିସର ଏବଂ କୋଲିନଙ୍କ ଥିଲେ ତାଙ୍କର ଦ୍ଵିତୀୟଦ୍ୱିତୀୟ ସନ୍ତାନ । କୋଲିନଙ୍କ ଗୋଟିଏ ଜ୍ୟେଷ୍ଠ ଭାଇ ଜେମସ ଲାଟନ କଲିନ (ଜୁନିୟର) ଏବଂ ଦୁଇ ଭଉଣୀ ଭିର୍ଜିନିଆ ଏବଂ ଆଗନେସ୍ । ଜୀବନର ପ୍ରଥମ ୧୭ ବର୍ଷ ସେ ପିତାଙ୍କ ବାରମ୍ବାର ବଦଳି ଯୋଗୁଁ ରୋମ, ଓକଲାହମା, ଗଭର୍ନରସ ଆଇଲ୍ୟାଣ୍ଡ, ନିଉୟର୍କ, ପୂର୍ତ୍ତୋରିକୋ, ସାନ ଆଣ୍ଟୋନିଅ ତଥା ଟେକ୍ସାସ ଭଳି ଭିନ୍ନ ଭିନ୍ନ ଯାଗାରେ ରହିବାର ସୂଯୋଗ ପାଇଥିଲେ ।
 
ଦ୍ଵିତୀୟଦ୍ୱିତୀୟ ବିଶ୍ଵଯୁଦ୍ଧରେବିଶ୍ୱଯୁଦ୍ଧରେ ଆମେରିକା ଯୋଗ ଦେବାପରେ କୋଲିନଙ୍କ ପରିବାର ୱାଶିଂଟନ ଡି ସି କୁସିକୁ ଚାଲିଗଲେ । ସେଠାରେ କୋଲିନ ସୈଣ୍ଟ ଆଲବାନସ ବିଦ୍ୟାଳୟରେ ଶିକ୍ଷାଲାଭ କରି ୧୯୪୮ରେ ସ୍ନାତକ ଡିଗ୍ରୀ ହାସଲ କଲେ । ମାଅ ଚାହୁଁଥିଲେ ସେ କୌଣସି ରାଜନୈତିକ ସେବାରେ ଯୋଗ ଦେଉ, କିନ୍ତୁ ସେ ପିତାଙ୍କ ପଦାଙ୍କ ଅନୁସରଣ କରି ସେ ସୈନ୍ୟ ବାହିନୀରେ ଭର୍ତ୍ତି ହେବା ପାଇଁ ଚାହିଁଲେ । ଯୁକ୍ତରାଷ୍ଟ୍ର ମିଲିଟାରୀ ଏକାଡେମିରେ ସେ ଯୋଗ ଦେଇ ୧୯୫୨ ମସିହାରେ ମିଲିଟାରୀ ବିଜ୍ଞନରେ ସ୍ନାତକ ଡିଗ୍ରୀ ଲାଭ କଲେ । ତେବେ ଏ ସବୁ ସତ୍ତ୍ଵେସତ୍ତ୍ୱେ ବିଭିନ୍ନ୍ ଅକାରଣ ବଶତଃ ସେ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ଯୋଗ ଦେଲେ ।
 
== ନାସା ଏବଂ ଅନ୍ତରୀକ୍ଷ ଅଭିଯାନ ==
୨୩ କ ଧାଡ଼ି:
== ସମ୍ମାନ ==
* ଜେମିନି ଅନ୍ତରୀକ୍ଷ ଅଭିଯାନରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୧୯୬୬ ମସିହାରେ Air Force Distinguished Flying Cross ସମ୍ମାନରେ ସମ୍ମାନିତ କରାଯାଇଛି ।<ref name="valor">{{cite web |title=Michael Collins - Recipient - Military Times Hall Of Valor |url=https://valor.militarytimes.com/hero/143787 |website=valor.militarytimes.com |accessdate=11 June 2019 |language=en}}</ref>
* ଜେମିନି-୧୦ ଅଭିଯାନରେ ତାଙ୍କର କୃତି ପାଇଁ ସହଯୋଗୀ ୟଙ୍ଗଙ୍କ ସହ ନାସା ଦ୍ଵାରାନାସାଦ୍ୱାରା ତାଙ୍କୁ ୧୯୬୬ ମସିହାରେ NASA Exceptional Service Medal ପ୍ରଦାନ କରାଯାଇଛି ।<ref name="newspapers">{{cite web |title=Clipping from Independent |url=https://www.newspapers.com/clip/19550275/independent/ |website=Newspapers.com |accessdate=11 June 2019 |language=en}}</ref>
* ଆପୋଲୋ ଅଭିଯାନରେ ତାଙ୍କର ସଫଳତା ପାଇଁ ତାଙ୍କୁ Air Force Distinguished Service Medal ଏବଂ NASA Distinguished Service Medal ଦ୍ଵାରାMedalଦ୍ୱାରା ସମ୍ମାନିତ କରାଯାଇଛି ।<ref name="valor"></ref>
* ଏହାଛଡା ୧୯୭୭ ମସିହାରେ ସେ Legion of Merit ସମ୍ମାନରେ ମଧ୍ୟ ସମ୍ମାନିତ ।