"ତଥାଗତ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
୩୫ କ ଧାଡ଼ି:
୨୦୦୦ ମସିହାରେ, ତଥାଗତ ''[[ଓଡ଼ିଶା ଗଣ ପରିଷଦ]]''ରେ (ଏକ ଅଣ ରାଜନୈତିକ ସଙ୍ଗଠନ) ଯୋଗଦାନ କରିଥିଲେ, ସେଠାରେ ସେ ସାଧାରଣ ସଚିବ ଭାବରେ କାମ କରିଥିଲେ । ୨୦୦୦ ମସିହାରେ [[ନବୀନ ପଟ୍ଟନାୟକ]] ସରକାର ଗଢ଼ିବାପରେ ସେ ତାଙ୍କର ଖବରକାଗଜଦ୍ୱାରା ସରକାରଙ୍କର ଅନେକ ନୀତିକୁ ସମାଲୋଚନା କରିଆସୁଛନ୍ତି ।{{ଆଧାର ଲୋଡ଼ା|date=ଜୁଲାଇ ୨୦୧୯}} ଓଡ଼ିଶା ଗଣ ପରିଷଦ, [[ଜାନକୀ ବଲ୍ଲଭ ପଟ୍ଟନାୟକ]]<nowiki/>ଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ରେ ମିଶିଯାଇଥିଲା । ଏଥି ଯୋଗୁଁ ତଥାଗତ ବାଧ୍ୟ ହୋଇ ମାର୍ଚ୍ଚ ମାସ ୨୦୦୪ ମସିହାରେ [[ବିଜୁ ଜନତା ଦଳ]]<nowiki/>ରେ ଯୋଗଦାନ କରିଥିଲେ ।<ref name="FriendsFor">{{Cite news|url=http://www.telegraphindia.com/1040331/asp/opinion/story_3066251.asp|title=That's What Friends Are For|date=31 March 2004|work=[[The Telegraph (India)]]|access-date=10 January 2016}}</ref>
 
ତଥାଗତଙ୍କର ପୁତୁରା ସୁପର୍ଣ୍ଣ ଶତପଥୀ, ତାଙ୍କ ବିରୁଦ୍ଧରେ ୨୦୧୪ ଭାରତୀୟ ଲୋକସଭାଲୋକ ସଭା ନିର୍ବାଚନରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ହାରିଯାଇଥିଲେ ।{{ଆଧାର ଲୋଡ଼ା|date=ଜୁଲାଇ ୨୦୧୯}}
 
ମାର୍ଚ୍ଚ ମାସ ୨୦୧୫ ମସିହାରେ, ଭାରତର ପ୍ରଥମ ସାଂସଦ ଭାବରେ ତଥାଗତ "ମତେ କିଛି ବି ପଚାରନ୍ତୁ" ନାମକ ଏକ ସରକାରୀ ଅଧିବେଶନ ''ରେଡ଼ିଟ''ରେ ''(Reddit)'' ଆୟୋଜନ କରିଥିଲେ ।<ref name="InternetChallengeHT">{{Cite news|url=http://www.hindustantimes.com/india/tathagata-satpathy-mp-who-accepted-the-internet-challenge-and-won/story-Mx1ZLZM5Twi3JFwdDXqEZP.html|title=Tathagata Satpathy, MP who accepted the internet challenge and won|date=16 March 2015|work=[[Hindustan Times]]|access-date=29 December 2015}}</ref> ଅପ୍ରେଲ ମାସରେ ସେ ଇଣ୍ଟରନେଟ ନିରପେକ୍ଷତା ସପକ୍ଷରେ ସମର୍ଥନ କରିଥିଲେ ।<ref name="Internet points">{{Cite web|url=http://ibnlive.in.com/news/odisha-mp-earns-internet-points-by-writing-a-letter-to-the-trai-chairman-in-support-of-net-neutrality/538497-79.html|title=Odisha MP earns internet points by writing a letter to the TRAI Chairman in support of Net Neutrality|website=IBNLive|access-date=8 April 2015}}</ref> ଡିସେମ୍ବର ୨୦୧୫ରେ ସମଲିଙ୍ଗୀ ସମ୍ପର୍କକୁ ଅଣଅପରାଧିକ କରିବାକୁ [[ଶଶି ଥରୁର|ଶଶୀ ଥରୁର]]<nowiki/>ଙ୍କଦ୍ୱାରା ପ୍ରସ୍ତାବିତ ବିଲରେ ସେ ସମର୍ଥନ ଦେଇଥିଲେ କିନ୍ତୁ, ବିଲଟି ପାସ ହୋଇପାରିନଥିଲା ।<ref name="HomoDefeated">{{Cite news|url=http://www.business-standard.com/article/pti-stories/pvt-member-bill-on-homosexuality-defeated-in-ls-at-115121801014_1.html|title=Private member bill on homosexuality defeated in LS|date=18 December 2015|work=[[Business Standard]]|access-date=10 January 2016}}</ref>
୫୩ କ ଧାଡ଼ି:
 
=== ଗୋପନୀୟତା ଏବଂ ଆଧାର ଉପରେ ===
ତଥାଗତ ଶତପଥୀ ଆଧାର ପ୍ରକଳ୍ପ ଲୋକଙ୍କର ଆଙ୍ଗୁଠି ଛାପ ନେବା ଏବଂ ଗତିବିଧି ଉପରେ ନଜର ରଖିବାର ପ୍ରକ୍ରିୟାକୁ ବିରୋଧ କରିଥିଲେ । ପୂର୍ବରୁ ଏତେଗୁଡ଼ିଏ ଆଇଡି କାର୍ଡ଼ ଥାଉ ଥାଉ ପୁଣି ଏକ ଆଧାର କାର୍ଡ଼ର ପ୍ରଚଳନ ଅତିରିକ୍ତ ବୋଲି ସେ ଯୁକ୍ତି ବାଢ଼ିଥିଲେ । ୨୦୧୬ ମସିହାରେ ଆଧାର ବିଲ କୁବିଲକୁ ଏକ ଅର୍ଥ ବିଲ ଭାବରେ ଉପସ୍ଥାପନାକୁ ମଧ୍ୟ ସେ ବିରୋଧ କରିଥିଲେ । ବିଲ୍‌ଟିରେ ଜାତୀୟ ନିରାପତ୍ତା ସମ୍ପର୍କିତ କିଛି ବିଧିବଦ୍ଧ ଭାବରେ ପ୍ରକାଶ କରାଯାଇନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।<ref name="MassSurveillance-NDTV">{{Cite news|url=http://www.ndtv.com/india-news/opposition-alleges-aadhaar-data-could-be-used-for-mass-surveillance-1286202|title=Opposition Alleges Aadhaar Data Could Be Used For Mass Surveillance|date=11 March 2016|work=[[NDTV]]|access-date=11 March 2016}}</ref>
 
=== ଧାର୍ମୀକ ନିୟମାବଳୀ ଏବଂ ମିଶନାରୀ ଉପରେ ===
ତଥାଗତ ଭାରତରେ ସମାନ ନାଗରିକ ସଂହିତାର ପ୍ରଚଳନକୁ ସମର୍ଥନ କରିଥଲେ । ଧର୍ମ ଉପରେ ଆଧାରିତ ବିଭିନ୍ନ ନିୟମକୁ ସେ ସମାଲୋଚନା କରିଥିଲେ, ବିଶ୍ୱ ଯାଇ କେଉଁଠି ପହଞ୍ଚିଲାଣି ହେଲେ ଏବେବି ଆମେ ଏଭଳି ନିୟମ ଦ୍ୱାରାନିୟମଦ୍ୱାରା ଅଲଗା ହୋଇରହଉଛୁ ।<ref name="BanPornTOI">{{Cite news|url=http://timesofindia.indiatimes.com/india/Junk-outdated-laws-like-ban-on-porn-homosexuality/articleshow/48384529.cms|title=‘Junk outdated laws like ban on porn, homosexuality’|date=7 August 2015|work=[[The Times of India]]|access-date=29 December 2015}}</ref> ସେ ମଧ୍ୟ କହିଥିଲେ ଅନେକ ମିଶନାରୀ ସଂସ୍ଥା ଓଡ଼ିଶାକୁ ଆସି ଦଳିତ ଲୋକଙ୍କୁ ମାଗଣା ଖାଦ୍ୟ ଏବଂ ଶିକ୍ଷା ପ୍ରଦାନ କରି ଖ୍ରୀଷ୍ଟିଆନ ଧର୍ମକୁ ରୂପାନ୍ତରଣ କରିଦେଉଛନ୍ତି । <ref name="ChristianUnderAttack">{{Cite news|url=http://www.globalpost.com/dispatch/india/081209/christians-india-under-attack|title=Christians of India under attack|date=30 May 2010|work=[[GlobalPost]]|access-date=10 January 2016}}</ref> ଧର୍ମନିରପେକ୍ଷତାର ଆକ୍ଷରିକ ସଂଜ୍ଞା ବ୍ୟବହାର କରିବାକୁ ସେ ରାଜନେତା ମାନଙ୍କୁ ଆହ୍ୱାନ ଦେଇଥିଲେ ।<ref name="Crow">{{Cite news|url=http://www.telegraphindia.com/1151127/jsp/nation/story_55352.jsp#.VpItdU9R2D4|title=Nirapeksh row? Eat crow, stick to 'secular'|date=27 November 2015|work=[[The Telegraph (India)]]|access-date=10 January 2016}}</ref>
 
=== ଅନ୍ୟାନ୍ୟ ମତ ===
ଭ୍ରଷ୍ଟାଚାର ଦୁରକରିବାକୁ ସାଂସଦମାନଙ୍କୁ [[ଜନ ଲୋକପାଳ ବିଲ]]<nowiki/>ରେ ମିଶାଇବାକୁ ସେ ସମର୍ଥନ କରିଥିଲେ ।<ref name="MPsTooET">{{Cite news|url=http://economictimes.indiatimes.com/articleshow/9987911.cms|title=MPs too should be made accountable: Tathagata Satpathy, A member of Parliament, representing Biju Janata Dal|date=15 September 2011|work=[[The Economic Times]]|access-date=29 December 2015}}</ref> ଡିସେମ୍ବର ୨୦୧୫ ମସିହାରେ ସେ ମଧ୍ୟସ୍ଥତା ଏବଂ ସଂଶୋଧନ ବିଧେୟକକୁ ବଡ଼ ସଂସ୍ଥାଗୁଡିକୁ ଅନୁଚିତ ଲାଭ ଦେବ ବୋଲି ସେ ଯୁକ୍ତି ବାଢ଼ିଥିଲେ ।<ref name="FavouringET">{{Cite news|url=http://articles.economictimes.indiatimes.com/2015-12-17/news/69119290_1_kg-d6-block-ril-telecom-giant-vodafone|title=BJD member Tathagata Satpathy accuses government of favouring mega corporates|date=17 December 2015|work=[[The Economic Times]]|access-date=29 December 2015}}</ref> [[ସାଂସଦ ଆଦର୍ଶ ଗ୍ରାମ ଯୋଜନା|ସଂସଦ ଆଦର୍ଶ ଗ୍ରାମ ଯୋଜନା]]<nowiki/>କୁ ସେ ତ୍ରୁଟିପୂର୍ଣ୍ଣ ଏବଂ ଏହାଦ୍ୱାରା ବିଶେଷ କିଛି ଲାଭ ହେବନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ଏହି ଯୋଜନା ଦ୍ୱାରାଯୋଜନାଦ୍ୱାରା ସେ ତାଙ୍କ ନିର୍ବାଚନ ମଣ୍ଡଳୀର ୩୦୦୦ ଗ୍ରାମରୁ କେବଳ ୮ଟି ଗ୍ରାମର ଉନ୍ନତି କରିବାର ଅଧିକାର ପାଉଛନ୍ତି ।<ref name="ImpracticalET">{{Cite news|url=http://articles.economictimes.indiatimes.com/2015-07-08/news/64212215_1_sansad-adarsh-gram-yojana-sagy-mplad-funds|title=Poke Me: Sansad Adarsh Gram Yojana a well-intentioned but impractical scheme|date=8 July 2015|work=[[The Economic Times]]|access-date=29 December 2015}}</ref> [[ହିନ୍ଦୀ]]<nowiki/>କୁ ଜାତୀୟ ଭାଷା କରିବାର ପ୍ରସ୍ତାବକୁ ସେ ବିରୋଧ କରିଥିଲେ ।<ref name="Crow">{{Cite news|url=http://www.telegraphindia.com/1151127/jsp/nation/story_55352.jsp#.VpItdU9R2D4|title=Nirapeksh row? Eat crow, stick to 'secular'|date=27 November 2015|work=[[The Telegraph (India)]]|access-date=10 January 2016}}</ref>
 
ଆଣବିକ ଶକ୍ତି ପ୍ଲାଣ୍ଟ ତିଆରିକୁ ସେ ବିରୋଧ କରିଥିଲେ । ସମଗ୍ର ବିଶ୍ବ ଏହି ଶକ୍ତିରୁ ଦୁରକୁ ଯାଉଥିଲାବେଳେ ଭାରତ କାହିଁକି ଆରମ୍ଭ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଫ୍ରାନ୍ସର ଆରେଭା ଆଣବିକ ସଂସ୍ଥା, ମହାରାଷ୍ଟ୍ରକୁ ପୁରୁଣାକାଳିଆ ପ୍ରଯୁକ୍ତି ବିଦ୍ୟା ବିକିଛି ବୋଲି କହିଥିଲେ । କେନ୍ଦ୍ର, ଅନ୍ୟ ଦେଶଗୁଡ଼ିକ ଭଳି ଆଣବିକ କେନ୍ଦ୍ରର ସୁରକ୍ଷା ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ କହିଥିଲେ ।<ref name="Nukes">{{Cite news|url=http://www.business-standard.com/article/pti-stories/ls-passes-bill-to-allow-npcil-to-have-tie-ups-with-other-psus-115121400996_1.html|title=LS passes bill to allow NPCIL to have tie-ups with other PSUs|date=14 December 2015|work=[[Business Standard]]|access-date=10 January 2016}}</ref><ref name="NukeSafety">{{Cite news|url=http://www.business-standard.com/article/pti-stories/ls-mps-question-nuclear-plant-safety-115121400799_1.html|title=LS MPs question nuclear plant safety|date=14 December 2015|work=[[Business Standard]]|access-date=10 January 2016}}</ref>