"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
୧୩୩ କ ଧାଡ଼ି:
ଓଡ଼ିଆ ଭାଷାରେ [[ଫକୀର ମୋହନ ସେନାପତି]]ଙ୍କୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ବୋଲି ଧରାଯାଇଥାଏ । ତାଙ୍କ ରଚିତ [[ରେବତୀ (ଗପ)|ରେବତୀ]] ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭକରିଥାଏ ।
 
[[ଫକୀର ମୋହନ ସେନାପତି]]ଙ୍କ ପରି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ଵାରାପ୍ରହରାଜଙ୍କଦ୍ୱାରା ସରଳ ଓ ବୋଧ୍ୟ ଭାଷାରେ ରଚିତ [[ନନାଙ୍କ ବସ୍ତାନି]], [[ଭଗବତ ଟୁଙ୍ଗିରେ ସନ୍ଧ୍ୟା]] [[ଆମ ଗାଁର ହାଲଚାଲ]] ଆଦି କାହାଣୀ ଓ ପ୍ରବନ୍ଧ ପୋଥି ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି ।
 
==== ଗଳ୍ପ ====