"ଆପୋଲୋ-୪ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଆପୋଲୋ-୪(ଚନ୍ଦ୍ର ଅଭିଯାନ)ରୁ ଆପୋଲୋ-୪ (ଚନ୍ଦ୍ର ଅଭିଯାନ)କୁ ଘୁଞ୍ଚାଇଲେ: ଠିକ ବନାନ
ଟିକେ ସାଧାରଣ ବନାନ ସୁଧାର
୧ କ ଧାଡ଼ି:
{{ଛୋଟ|Apollo 4}}
ଆପୋଲୋ-୪(ଚନ୍ଦ୍ର ଅଭିଯାନ) (AS-501 ଭାବେ ମଧ୍ୟ ନାମିତ) ସଟର୍ନ-୫ ଲଞ୍ଚ ମହାକାଶଯାନର ପ୍ରଥମ ମାନବ ରହିତ ପରୀକ୍ଷଣ ଅଭିଯାନ । ଏହା ଆମେରିକାର ନାସା ଦ୍ଵାରାନାସାଦ୍ୱାରା ଚନ୍ଦ୍ରକୁ ମାନବ ପ୍ରେରଣ ନିମିତ୍ତ ଆପୋଲୋ ଚନ୍ଦ୍ର ଅଭିଯାନର ଦ୍ୱୀତୀୟ ପର୍ଯ୍ୟାୟ । ପ୍ରଥମ ଥର ପାଇଁ ଫ୍ଲୋରିଡା ସ୍ଥିତ ଜନ୍ ଏଫ୍ କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ୍-୩୯ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା ।
 
ଆପୋଲୋ-୧ ଦୁର୍ଘଟଣା ପରେ ଆପୋଲୋ ଅଭିଯାନର ନାମକରଣ ପ୍ରକ୍ରିୟାକୁ ବଦଳାଇଦିଆଗଲା । ତେବେ ମାନବ ବାହିତ ପ୍ରଥମ ଆପୋଲୋ ଅଭିଯାନରେ ଦୁର୍ଘଟଣାଗ୍ରସ୍ତ ତିନି ମହାକାଶଚାରୀଙ୍କ ସମ୍ମାନାର୍ଥେ ତଥା ଉକ୍ତ୍ ଅଭିଯାନ ପ୍ରଥମ ମାନବ ବାହିତ ଅଭିଯାନ ହୋଇଥିବା ଯୋଗୁଁ ଉକ୍ତ ଅଭିଯାନର ନାମ ଆପୋଲୋ-୧ ରଖାଗଲା । ତେବେ ଏହାପରେ ନାସାର ସୁପାରିଶ କ୍ରମେ ମାନବ ରହିତ ସାଟର୍ଣ୍ଣ-ଆଇଭି ମିଶନର ଅନ୍ୟ ତିନୋଟି ଅଭିଯାନର ଆପୋଲୋ -୨ କିମ୍ବା ଆପୋଲୋ-୩ ଭାବେ ପୁନଃ ନାମକରଣ ନ କରାଯାଇ , ପରବର୍ତ୍ତୀ ଅଭିଯାନ ଆପୋଲୋ-୪ ଅଭିଯାନ ଭାବେ ନାମିତ ହେଲା ।<ref name="Nasa">{{cite web |title=chapter 4 |url=https://history.nasa.gov/SP-4402/ch4.htm |website=history.nasa.gov |accessdate=15 June 2019}}</ref>
୭ କ ଧାଡ଼ି:
 
== ଅଭିଯାନ ସଂପର୍କରେ ==
ମୂଳତଃ ୧୯୬୬ ମସିହାର ଶେଷ ଭାଗରେ ଏହି ଅଭିଯାନ କାର୍ଯ୍ୟକାରିତା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ ବିଭିନ୍ନ କାରଣରୁ ଏହା ବିଳମ୍ବିତ ହୋଇ ୧୯୬୭ ନଭେମ୍ବର ୬ ଯାଏଁ ଘୁଞ୍ଚାଇଦିଆଯାଇଥିଲା । ଲଞ୍ଚ ପ୍ୟାଡ ନିର୍ମାଣରେ ବିଳମ୍ବ ତଥା ଉତ୍ତର ଆମେରିକି ସଂସ୍ଥାଦ୍ଵାରାସଂସ୍ଥାଦ୍ୱାରା ନିର୍ମିତ ମହାକାଶ ଯାନରେ ରହିଥିବା ଅନେକ ତାରରେ ନାସା ଦ୍ଵାରାନାସାଦ୍ୱାରା ତ୍ରୁଟି ପରିଲକ୍ଷିତ ହେବା କାରଣରୁ ଏଭଳି ବିଳମ୍ବ ଘଟିଥିଲା ।
 
ତେବେ ଅଭିଯାନଟି ପ୍ରାୟ ନ ଘଣ୍ଟା ଧରି ଉଡାଣ ଭରିଥିଲା । ଉଡାଣ ଶେଷରେ ଯାନଟି ପ୍ରଶାନ୍ତ ମହାସାଗର ମଧ୍ୟରେ ଅବତରଣ କରି ନଷ୍ଟ ହୋଇଗଲେ ହେଁ ଅଭିଯାନରେ ନିର୍ଦ୍ଦିଷ୍ତ କରାଯାଇଥିବା ସମସ୍ତ ଲକ୍ଷ ହାସଲ ହୋଇଥିଲା । ନାସା ମତରେ ଏହା ଏକ ସଫଳ ପରୀକ୍ଷଣ ଥିଲା କାରଣ ଏକଥା ସିଦ୍ଧ ହୋଇଗଲା ଯେ ସଟର୍ନ-୫ ଯାନ ଏହି ଅଭିଯାନରେ ସଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରିବ । ଏସବୁ ଦୃଷ୍ଟିରୁ ପରବର୍ତ୍ତି ସମସ୍ତ ଆପୋଲୋ ଅଭିଯାନ ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ।<ref name="nssdc">{{cite web |title=NASA - NSSDCA - Spacecraft - Details |url=https://nssdc.gsfc.nasa.gov/nmc/spacecraft/display.action?id=1967-113A |website=nssdc.gsfc.nasa.gov |accessdate=14 June 2019}}</ref>
== ଆଧାର ==
{{Reflist}}