"ତଥାଗତ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: 2017 source edit
୧୭ କ ଧାଡ଼ି:
| death_place =
| nationality = ଭାରତୀୟ
| parents = ଦେବେନ୍ଦ୍ର ଶତପଥୀ (ବାପା) <br> ନନ୍ଦିନୀ ଶତପଥୀ (ମା)
| spouse = ଆଦ୍ୟାଶା ଶତପଥୀ
| children = ଆରିଲ ସେ ଶତପଥୀ (ପୁଅ)
Line ୩୦ ⟶ ୩୧:
 
== ବ୍ୟକ୍ତିଗତ ଜୀବନ ଏବଂ କାମ ==
ଦେବେନ୍ଦ୍ର ଶତପଥୀ ଏବଂ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ [[ନନ୍ଦିନୀ ଶତପଥୀଙ୍କରଶତପଥୀ]]<nowiki/>ଙ୍କର ଔରସରୁ ତଥାଗତ ୧୯୬୫ ମସିହାର [[ଉତ୍କଳ ଦିବସ]]<nowiki/>ରେ ଅର୍ଥାତ ୧ ଅପ୍ରେଲରେ ଜନ୍ମଲାଭ କରିଥିଲେ । ସେ ଦମ୍ପତିଙ୍କର ସର୍ବ କନିଷ୍ଠ ପୁତ୍ର ସନ୍ତାନ ଥିଲେ ।<ref name="NadiniTOI">{{Cite news|url=http://timesofindia.indiatimes.com/india/Ex-CM-of-Orissa-Nandini-Satpathy-passes-away/articleshow/1855804.cms?referral=PM|title=Ex-CM of Orissa Nandini Satpathy passes away|date=5 August 2006|work=[[The Times of India]]|access-date=29 December 2015}}</ref>
 
୨୦୦୦ ମସିହାରେ, ତଥାଗତ ''[[ଓଡ଼ିଶା ଗଣ ପରିଷଦ]]'' (ଏକ ଅଣ ରାଜନୈତିକ ସଙ୍ଗଠନ)ରେ ଯୋଗଦାନ କରିଥିଲେ, ସେଠାରେ ସେ ସାଧାରଣ ସଚିବ ଭାବରେ କାମ କରିଥିଲେ । ୨୦୦୦ ମସିହାରେ [[ନବୀନ ପଟ୍ଟନାୟକ]] ସରକାର ଗଢ଼ିବାପରେ ସେ ତାଙ୍କର ଖବରକାଗଜଦ୍ୱାରା ସରକାରଙ୍କର ଅନେକ ନୀତିକୁ ସମାଲୋଚନା କରିଆସୁଛନ୍ତି । ଓଡ଼ିଶା ଗଣ ପରିଷଦ, [[ଜାନକୀ ବଲ୍ଲଭ ପଟ୍ଟନାୟକ]]<nowiki/>ଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ରେ ମିଶିଯାଇଥିଲା । ଏଥି ଯୋଗୁଁ ତଥାଗତ ବାଧ୍ୟ ହୋଇ ମାର୍ଚ୍ଚ ମାସ ୨୦୦୪ ମସିହାରେ [[ବିଜୁ ଜନତା ଦଳ]]<nowiki/>ରେ ଯୋଗଦାନ କରିଥିଲେ ।<ref name="FriendsFor">{{Cite news|url=http://www.telegraphindia.com/1040331/asp/opinion/story_3066251.asp|title=That's What Friends Are For|date=31 March 2004|work=[[The Telegraph (India)]]|access-date=10 January 2016}}</ref>