"ଚକ୍ରଧର ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଟିକିଏ ବନାନ ଭୁଲ ଥିଲା । (ର->ରା)
୪୧ କ ଧାଡ଼ି:
 
== ରାଜନୈତିକ ଜୀବନ ==
ଚକ୍ରଧର ବେହେରା ସ୍ୱାଧୀନତା ପୂର୍ବରୁ ପ୍ରଥମ ଓଡ଼ିଶା ବିଧାନ ସଭାକୁ ପୂର୍ବ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।<ref name="Chakradhar Behera" /> ଏହି ବିଧାନ ସଭାରେ ସେ ୧୯୩୭ ମସିହାରୁ ୧୯୪୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।<ref name="Chakradhar Behera" /> ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://odishahelpline.com/Profile-of-Chakradhar-Behera-of-CHANDABALI-constituency-1057.html|title=MLA Chakradhar Behera Profile {{!}} CHANDABALI Constituency|website=odishahelpline.com|access-date=2019-04-17}}</ref> ଏହି ନିର୍ବାଚନରେ ସେ ସମୁଦାୟ ୨୮,୫୬୮ ଖଣ୍ଡ ଭୋଟ ପାଇଥିଲେ ।<ref>{{Cite web|url=https://eci.gov.in/files/file/3617-orissa-1951/|title=Orissa 1951|website=Election Commission of India|language=en-IN|access-date=2019-06-27}}</ref> ଏହି ବିଧାନ ସଭାରେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
 
== ମୃତ୍ୟୁ ==