"କଳିଙ୍ଗ, ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"right|thumb|200px|Kalinga c265 BCE '''କଳିଙ୍ଗ''' [[ଭାରତୀୟ ଉପମହାଦେ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୪ କ ଧାଡ଼ି:
==ଖାରବେଳଙ୍କ ଉତଥାନ==
 
[[ଖାରବେଳ]] କଳିଙ୍ଗର ଜଣେ ବୀର ଯୋଦ୍ଧା-ରାଜା ଥିଲେ ।<ref>Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa</ref> ସେ ମଧ୍ୟ [[ଭାରତୀୟ ଉପମହାଦେଶ]]ରେ [[ଜୈନ ଧର୍ମ]]ର ଅଭ୍ୟୁତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ତାହାଙ୍କୁ ଭରତ ଇତିହାସରେ ସେତେ ଗୁରୁତ୍ଵ ଦିଆଯାଇନାହିଁ । [[ଭୁବନେଶ୍ଵର]]ର [[ହାତୀଗୁମ୍ଫା ଶିଳାଲେଖ]] ଅନୁସାରେ ସେ [[ମଗଧ]]ର [[ରାଜଗିର|ରାଜଗୃହ]] ଆକ୍ରମଣ କରିଥିଲେ ଯାହା [[ଇଣ୍ଡୋ-ଗ୍ରୀକ]] ରାଜା [[Demetrius I of Bactria|ଦେମେଟ୍ରିଅସ]]ଙ୍କୁ [[ମଥୁରା, ଉତ୍ତର ପ୍ରଦେଶ|ମଥୁରା]] ଫେରିଯିବାକୁ ବାଧ୍ୟ କରିଥିଲା ।<ref>Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd.</ref> କିନ୍ତୁ ଶିଳାଲେଖ ସେ ମଗଧକୁ କଳିଙ୍ଗ ସହ ମିଶାଇ ଦେଇଥିଲେ ବୋଲି ବୁଝାଇ ନଥାଏ , ବରଂ ଏହା ତାଙ୍କର ଶୁଙ୍ଗ ଶାସକ ପୁଷ୍ୟମିତ୍ର ଓ ଅଗ୍ନିମିତ୍ରଙ୍କ ସହ ଭଲ ବୁଝାମଣାକୁ ବୁଝାଇଥାଏ ଯାହା ମୌର୍ଯ୍ୟ ସାମ୍ରାଜ୍ୟର ମୂଳ ନାସ କରିବାରେ ସାହାଜ୍ଯ କରିଥିଲା ।
 
 
==Notes==