"ଲଡ଼ୁ କିଶୋର ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲୋକସଭା ନିର୍ବାଚନ ୨୦୧୯
ଟ୍ୟାଗ: 2017 source edit
ଟିକେ ପତ୍ନୀଙ୍କ ନାଁ
୨୧ କ ଧାଡ଼ି:
| party = [[ବିଜୁ ଜନତା ଦଳ]]
| religion = [[ହିନ୍ଦୁ ଧର୍ମ|ହିନ୍ଦୁ]]
| spouse = [[ମଞ୍ଜୁଳା ସ୍ୱାଇଁ]]<ref>{{Cite web|url=http://www.sambadepaper.com/Details.aspx?id=58167&boxid=192048476|website=www.sambadepaper.com|access-date=2019-06-25}}</ref>
| spouse =
| children =
| website =
୩୦ କ ଧାଡ଼ି:
'''ଲଡ଼ୁ କିଶୋର ସ୍ୱାଇଁ''' (୮ ଜୁଲାଇ ୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୪|୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନ]]<nowiki/>ରେ ଓଡ଼ିଶାର [[କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki>ରୁ</nowiki> [[ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ [[ବିଜୁ ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ ଓଡ଼ିଶାର [[ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତର ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>ର [[୧୬ଶ ଲୋକ ସଭା|୧୬ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite web|title=Constituencywise Trends|url=http://eciresults.nic.in/statewiseS18.htm?st=S18|publisher=Election Commission of India|accessdate=18 May 2014}}</ref> ୫ ଫେବୃଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପାତାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।<ref name="death">{{cite news |title=Odisha: BJD MP Ladu Kishore Swain passes away at 71 |url=https://indianexpress.com/article/india/bjd-mp-ladu-kishore-swain-passes-away-5571204/ |accessdate=6 February 2019 |work=The Indian Express |date=6 February 2019 |language=en-IN}}</ref>
 
==ବ୍ୟକ୍ତିଗତ ଜୀବନ ==
==ଜନ୍ମ==
ଲଡ଼ୁ କିଶୋର ସ୍ୱାଇଁ ୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।<ref name="Ladu Kishore">{{cite news |title=ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି |url=http://sambad.in/state/president-pm-condole-demise-of-bjd-mp-ladu-kishore-swain-299732/ |accessdate=6 February 2019 |work=Sambad |date=6 February 2019 |archiveurl=http://web.archive.org/web/20190206181149/http://sambad.in/state/mp-ladu-kishor-no-more-299466/ |archivedate=6 February 2019 |location=Odisha |language=Odia}}</ref> ସେ [[ମଞ୍ଜୁଳା ସ୍ୱାଇଁ]]<nowiki/>ଙ୍କୁ ବିବାହ କରିଥିଲେ । ମଞ୍ଜୁଳା ଓଡ଼ିଶାର [[୧୬ଶ ବିଧାନ ସଭା]]<nowiki/>କୁ [[ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଆସ୍କା]]<nowiki/>ରୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://www.sambadepaper.com/Details.aspx?id=58167&boxid=192048476|website=www.sambadepaper.com|access-date=2019-06-25}}</ref>
 
==ରାଜନୈତିକ ଜୀବନ==