"ଆପୋଲୋ-୬ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
 
== ଅନୁସନ୍ଧାନ ଏବଂ ସମାଧାନ ==
ପରୀକ୍ଷଣ ବେଳେ ଦେଖାଦେଇଥିବା ଅସାମାନ୍ୟ କମ୍ପନର କାରଣ ବିଷୟରେ ଅବଗତ ହେବାପରେ, ଏହାର ସମାଧାନ ସ୍ଵରୂପ ଯାନରେ ଥିବା ଖାଲିସ୍ଥାନକୁ ହିଲିୟମ ଗ୍ୟାସ ଦ୍ଵାରା ଭରିଦିଆଗଲା । ତେବେ ଇଞ୍ଜିନର ଅଚାନକ ଅଚଳ ହୋଇଯିବା ଘଟଣାରେ ଏହା ଜଣାପଡିଲା ଯେ, ଇଞ୍ଜିନକୁ ତରଳ ଇନ୍ଧନ ଯୋଗାଉଥିବା ପ୍ରବାହିତ ପଥରେ କିଛି ଅଂଶ କମ୍ପନ ତଥା ଅକସ୍ମାତ ଚାପ କମିଯିବା ଯୋଗୁଁ ନଷ୍ଟ ହୋଇଯାଇଥିବାର ଜଣାଗଲା
 
== ଆଧାର ==