"ଆପୋଲୋ-୬ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬ କ ଧାଡ଼ି:
 
ପ୍ରଥମ ଚରଣ ସମାପ୍ତ ହେବା ପରେ ପରେ, ଦ୍ଵିତୀୟ ଚରଣରେ ପୁଣି ଯାନ୍ତ୍ରିକ ସମସ୍ୟା ଲାଗି ରହିଲା । ଇଞ୍ଜିନ-ସଂଖ୍ୟା-୨ ରେ ଅଚାନକ ସମସ୍ୟା ଦେଖା ଦେବାରୁ ଏହାକୁ ବନ୍ଦ କରିଦିଆଗଲା । ପୁଣି ଦୁଇ ସେକେଣ୍ଡ ବାଦ ଇଞ୍ଜିନ ସଂଖ୍ୟା-୩ ମଧ୍ୟ ଯାନ୍ତ୍ରିକ ସମସ୍ୟା କାରଣରୁ ବନ୍ଦ ହୋଇଗଲା । ଏସ୍ ଆଇବି ର ତୃତୀୟ ଚରଣ ଉଡାଣରେ ମଧ୍ୟ କ୍ଷତିପୂର୍ତ୍ତି ନିମିତ୍ତ ସାମାନ୍ୟରୁ ୨୯ ସେକେଣ୍ଡ ଅଧିକ ଜଳିବା ପରେ ମଧ୍ୟ ଏହା ଆଶାନୁପୂପ ପ୍ରଦର୍ଶନ କରିପାରି ନ ଥିଲା ।<ref name="klabs">{{cite web |title=Flight Evaluation report |url=http://klabs.org/history/history_docs/jsc_t/apollo_06_saturn_v.pdf |website=www.klabs.org |accessdate=16 June 2019}}</ref>
 
== ଅନୁସନ୍ଧାନ ଏବଂ ସମାଧାନ ==
ପରୀକ୍ଷଣ ବେଳେ ଦେଖାଦେଇଥିବା ଅସାମାନ୍ୟ କମ୍ପନର କାରଣ ବିଷୟରେ ଅବଗତ ହେବାପରେ, ଏହାର ସମାଧାନ ସ୍ଵରୂପ ଯାନରେ ଥିବା ଖାଲିସ୍ଥାନକୁ ହିଲିୟମ ଗ୍ୟାସ ଦ୍ଵାରା ଭରିଦିଆଗଲା ।
 
== ଆଧାର ==