"ଆପୋଲୋ-୬ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୫ କ ଧାଡ଼ି:
ଏପ୍ରିଲ ୪, ୧୯୬୮ରେ ହୋଇଥିବା ଏହି ପରୀକ୍ଷଣ ପ୍ରାରମ୍ଭରୁ ହିଁ ସମସ୍ୟାର ସମ୍ମୁଖିନ ହୋଇଥିଲା । ଉଡାଣର ୨ ମିନିଟ ପରେ ମହାକାଶ ଯାନରେ ପ୍ରାୟ ୩୦ ସେକେଣ୍ଡ ପାଇଁ ଏକ କମ୍ପନ ଅନୁଭୂତ ହୋଇଥିଲା । ରକେଟରେ ବ୍ୟବହୃତ ତରଳ ଇନ୍ଧନର ଜ୍ଵଳନରେ ଅସ୍ଥିରତା ଏହାର ଏକ କାରଣ ହୋଇପାରେ ।
 
ପ୍ରଥମ ଚରଣ ସମାପ୍ତ ହେବା ପରେ ପରେ, ଦ୍ଵିତୀୟ ଚରଣରେ ପୁଣି ଯାନ୍ତ୍ରିକ ସମସ୍ୟା ଲାଗି ରହିଲା । ଇଞ୍ଜିନ-ସଂଖ୍ୟା-୨ ରେ ଅଚାନକ ସମସ୍ୟା ଦେଖା ଦେବାରୁ ଏହାକୁ ବନ୍ଦ କରିଦିଆଗଲା । ପୁଣି ଦୁଇ ସେକେଣ୍ଡ ବାଦ ଇଞ୍ଜିନ ସଂଖ୍ୟା-୩ ମଧ୍ୟ ଯାନ୍ତ୍ରିକ ସମସ୍ୟା କାରଣରୁ ବନ୍ଦ ହୋଇଗଲା ।<ref name="klabs">{{cite web |title=Flight Evaluation report |url=http://klabs.org/history/history_docs/jsc_t/apollo_06_saturn_v.pdf |website=www.klabs.org |accessdate=16 June 2019}}</ref>
 
 
== ଆଧାର ==