"ଆପୋଲୋ-୪ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
ଆପୋଲୋ-(ଚନ୍ଦ୍ର ଅଭିଯାନ) (AS-501 ଭାବେ ମଧ୍ୟ ନାମିତ) ସଟର୍ନ-୫ ଲଞ୍ଚ ମହାକାଶଯାନର ପ୍ରଥମ ମାନବ ରହିତ ପରୀକ୍ଷଣ ଅଭିଯାନ । ଏହା ଆମେରିକାର ନାସା ଦ୍ଵାରା ଚନ୍ଦ୍ରକୁ ମାନବ ପ୍ରେରଣ ନିମିତ୍ତ ଆପୋଲୋ ଚନ୍ଦ୍ର ଅଭିଯାନର ଦ୍ୱୀତୀୟ ପର୍ଯ୍ୟାୟ । ପ୍ରଥମ ଥର ପାଇଁ ଫ୍ଲୋରିଡା ସ୍ଥିତ ଜନ୍ ଏଫ୍ କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ୍-୩୯ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା ।
 
ଆପୋଲୋ-୪ ଏକ "all-up" ପରୀକ୍ଷଣ ଥିଲା ଯାହାର ଅର୍ଥ ହେଉଛି, ପ୍ରାରମ୍ଭିକ ଉଡାଣ ବେଳେ ହିଁ ଅନ୍ତରୀକ୍ଷ ଯାନ ତଥା ରକେଟ ଏକାବେଳକେ କାର୍ଯ୍ୟ଼କ୍ଷମ କରାଯାଇଥିଲା । ନାସା ପକ୍ଷରେ ଏଭଳି ପରୀକ୍ଷଣ ଉଡାଣ ପ୍ରଥମ ଥିଲା । ଏହି ଅନ୍ତରୀକ୍ଷ ଯାନରେ ଏକ ପ୍ରମୁଖ କମାଣ୍ଡ ଓ ସର୍ୱିସ ମଡ୍ୟୁଲର ବ୍ୟବହାର କରାଯାଇଥିଲା ଯାହା କି ଆପୋଲୋ ଅନ୍ତରୀକ୍ଷ ଯାନ ଡିଜାଇନର ଅନେକ ସଂଶୋଧନର ପରୀକ୍ଷଣ କରିବା ସହ କାଳ୍ପନିକ ଚନ୍ଦ୍ର ଫେରନ୍ତା ଯାତ୍ରା ସମୟରେ ଯାନର ବେଗ ଏବଂ ତଦ୍‌ଜନିତ ତାପ ନିୟଂତ୍ରଣ କରିବାରେ ତାପନିରୋଧୀ ପ୍ରଲେପର କାର୍ଯ୍ୟକାରିତାର ମଧ୍ୟ ପରୀକ୍ଷଣ ମଧ୍ୟ ସାମିଲ ଥିଲା ।
 
== ଅଭିଯାନ ସଂପର୍କରେ ==
ମୂଳତଃ ୧୯୬୬ ମସିହାର ଶେଷ ଭାଗରେ ଏହି ଅଭିଯାନ କାର୍ଯ୍ୟକାରିତା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ ବିଭିନ୍ନ କାରଣରୁ ଏହା ବିଳମ୍ବିତ ହୋଇ ୧୯୬୭ ନଭେମ୍ବର ୬ ଯାଏଁ ଘୁଞ୍ଚାଇଦିଆଯାଇଥିଲା । ଲଞ୍ଚ ପ୍ୟାଡ ନିର୍ମାଣରେ ବିଳମ୍ବ ତଥା ଉତ୍ତର ଆମେରିକି ସଂସ୍ଥାଦ୍ଵାରା ନିର୍ମିତ ମହାକାଶ ଯାନରେ ରହିଥିବା ଅନେକ ତାରରେ ନାସା ଦ୍ଵାରା ତ୍ରୁଟି ପରିଲକ୍ଷିତ ହେବା କାରଣରୁ ଏଭଳି ବିଳମ୍ବ ଘଟିଥିଲା ।
 
ତେବେ ଅଭିଯାନଟି ପ୍ରାୟ ନ ଘଣ୍ଟା ଧରି ଉଡାଣ ଭରିଥିଲା । ଉଡାଣ ଶେଷରେ ଯାନଟି ପ୍ରଶାନ୍ତ ମହାସାଗର ମଧ୍ୟରେ ଅବତରଣ କରି ନଷ୍ଟ ହୋଇଗଲେ ହେଁ ଅଭିଯାନରେ ନିର୍ଦ୍ଦିଷ୍ତ କରାଯାଇଥିବା ସମସ୍ତ ଲକ୍ଷ ହାସଲ ହୋଇଥିଲା । ନାସା ମତରେ ଏହା ଏକ ସଫଳ ପରୀକ୍ଷଣ ଥିଲା କାରଣ ଏକଥା ସିଦ୍ଧ ହୋଇଗଲା ଯେ ସଟର୍ନ-୫ ଯାନ ଏହି ଅଭିଯାନରେ ସଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରିବ । ଏସବୁ ଦୃଷ୍ଟିରୁ ପରବର୍ତ୍ତି ସମସ୍ତ ଆପୋଲୋ ଅଭିଯାନ ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ।
== ଆଧାର ==
{{Reflist}}
Line ୫ ⟶ ୧୨:
[[ଶ୍ରେଣୀ:ମହାକାଶ ବିଜ୍ଞାନ]]
 
अपोलो 4 एक "ऑल-अप" परीक्षण था, जिसका अर्थ है कि सभी रॉकेट चरणों और अंतरिक्ष यान प्रारंभिक उड़ान पर पूरी तरह कार्यात्मक थे, नासा के लिए पहली बार। यह पहली बार था जब S-IC ने पहला चरण और S-II ने दूसरा चरण उड़ाया। इसने S-IVB तीसरे चरण की पहली इन-फ्लाइट रीस्टार्ट का भी प्रदर्शन किया। मिशन ने ब्लॉक प्रमुख कमांड और सर्विस मॉड्यूल (CSM) का उपयोग किया, जिसमें कई प्रमुख ब्लॉक II संशोधनों का परीक्षण किया गया, जिसमें सिम्युलेटेड चंद्र-वापसी वेग और कोण पर इसकी हीट शील्ड भी शामिल थी।
 
 
मूल रूप से 1966 के उत्तरार्ध में योजना बनाई गई थी, 9 नवंबर, 1967 को उड़ान में देरी हुई, जिसका मुख्य कारण मंच के निर्माता, उत्तर अमेरिकी विमानन द्वारा सामना की गई एस-द्वितीय चरण की विकास समस्याएं थीं। देरी का कारण भी था, कुछ हद तक, उत्तरी अमेरिकी द्वारा निर्मित अपोलो अंतरिक्ष यान में नासा द्वारा पाए गए तारों की बड़ी संख्या में।
 
 
अपोलो 1 आग के बाद लगाए गए स्टैंड-डाउन के बाद मिशन पहली अपोलो उड़ान थी जिसने पहले अपोलो चालक दल को मार डाला था। अप्रैल 1967 में स्थापित नासा की आधिकारिक अपोलो नंबरिंग योजना का उपयोग करने वाला यह पहला व्यक्ति था, जिसने अपोलो 4 को नामित किया था, क्योंकि 1966 में शनि आईबी लॉन्च वाहन का उपयोग करते हुए तीन पिछली मानवरहित अपोलो / सैटर्न उड़ानें हुई थीं।