"ବୃନ୍ଦାବନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେ (ବ/ୱ ଫଳା ବଦଳ)
{{ଛୋଟ|Brundaban Jena}}
'''ବୃନ୍ଦାବନ ଜେନା''', ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ଗୀତିକାର,ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ଶ୍ରୀ ଜେନାବୃନ୍ଦାବନ, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, [[ଶାସ୍ତି (ଓଡ଼ିଆ କଥାଚିତ୍ର)|ଶାସ୍ତି]]<ref>http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/</ref> ଓ [[ବାଟ ଅବାଟ]] ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
 
ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ କଥାଚିତ୍ର]]ରୁ, ସେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ବିଶିଷ୍ଟ ପ୍ରଯୋଜକ [[ଧୀର ବିଶ୍ୱାଳ]] ଓ ନିର୍ଦ୍ଦେଶକ [[ନିତାଇ ପାଲିତ]]ଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ [[ଓଡ଼ିଆ ଭାଷା]] ସାହିତ୍ୟରେ, [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ରୁ ସ୍ୱର୍ଣପଦକ ଲାଭ କରିଛନ୍ତି ।
==ପୁରସ୍କାର ଓ ସମ୍ମାନ==
 
ଗୀତି କବିତା ରଚନା ପାଇଁ, ସେ [[ଓଡ଼ିଶା ସାହିତ୍ୟ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/ORA-2011/pdf/92-99.pdf</ref><ref>http://www.thehindu.com/todays-paper/tp-national/tp-otherstates/article2078804.ece?css=print</ref> ଓ [[ଓଡ଼ିଶା ସଂଗୀତ ନାଟକ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf</ref> ଆଦି ଅନେକ ପୁରସ୍କାରରେ ସମ୍ମାନୀତ । <ref>ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର</ref>
 
{{ଆଧାର}}
 
== ବାହାରଅଧିକ ଆଧାରତଥ୍ୟ ==
* {{imdbIMDb name|3403122}}
{{ ଛାଞ୍ଚ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୀତିକବିତା)‎}}
 
{{Authority control}}
[[ଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ଲେଖକଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଗୀତିକାର]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
୨୫,୪୮୬

ଗୋଟି ସମ୍ପାଦନା