"ପ୍ରସନ୍ନ କୁମାର ପାଳ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:୫ମ ଓଡ଼ିଶା ବିଧାନ ସଭାର ସଭ୍ୟ using HotCat |
ଟିକେ ଅଧିକ ତଥ୍ୟ |
||
୩୨ କ ଧାଡ଼ି:
'''ପ୍ରସନ୍ନ କୁମାର ପାଳ''' (୪ ମଇ ୧୯୨୨ - ୨୫ ଡିସେମ୍ବର ୨୦୦୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ପ୍ରଜା ସ୍ୱତନ୍ତ୍ର ପାର୍ଟି]]<nowiki/>ର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । [[ଓଡ଼ିଶା ବିଧାନ ସଭା]]<nowiki/>ରେ ସେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ [[ଜଳେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୨ୟ ଓଡ଼ିଶା ବିଧାନ ସଭା|୨ୟ]], [[୩ୟ ଓଡ଼ିଶା ବିଧାନ ସଭା|୩ୟ]], [[୪ର୍ଥ ଓଡ଼ିଶା ବିଧାନ ସଭା|୪ର୍ଥ]] ଓ [[୫ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Prasanna Kumar Paul">{{cite web|url=http://odishaassembly.nic.in/memberprofile.aspx?img=802 |title=Late Prasanna Kumar Paul |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=9 June 2019}}</ref>
== ଜନ୍ମ, ଶିକ୍ଷା ଓ ପରିବାର ==
ପ୍ରସନ୍ନ କୁମାର ପାଳ ୧୯୨୨ ମସିହାର ମଇ ମାସ ୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ପାଳ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ୧୯୫୦ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ପରେ ୧୯୫୨ ମସିହାରେ ଶିକ୍ଷକତାରୁ ବାହାରି ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କ ପତ୍ନୀଙ୍କ ନାମ ହେମାଙ୍ଗିନୀ ପାଳ । ପ୍ରସନ୍ନଙ୍କର ୩ ପୁଅ ଓ ୪ ଝିଅଙ୍କ ସମେତ ୭ ଜଣେ ସନ୍ତାନସନ୍ତତି ।
== ରାଜନୈତିକ ଜୀବନ ==
ପ୍ରସନ୍ନ
== ଆଧାର ==
|