"ଗୋପାଳ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
links
୩୫ କ ଧାଡ଼ି:
ତାଙ୍କୁ ମାତ୍ର ୬ବର୍ଷ ବୟସ ହୋଇଥିବାବେଳେ ଭକ୍ତ ଧ୍ରୁବ ନାଟକରେ ମୁଖ୍ୟ ଚରିତ୍ର ଧ୍ରୁବ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୦୦ରୁ ଅଧିକ ଡ୍ରାମାରେ ଅଭିନୟ କରିଥିବାବେଳେ ଭାରତୀ ଥିଏଟର, ଜନତା ରଙ୍ଗ ମଞ୍ଚ, ଏଚ୍‍ଏମ୍‍ଭି ଗ୍ରାମଫୋନ୍‍ରେ ନିୟମିତ କଳାକାର ଭାବରେ କାର୍ଯ୍ୟ କରୁଥିଲେ । [[ଶ୍ରୀ ଜଗନ୍ନାଥ]] ଥିଲା ତାଙ୍କର ଅଭିନୀତ ପ୍ରଥମ ସିନେମା । ସେଥିରେ ସେ ବିଦ୍ୟାପତି ଭୂମିକାରେ ଅଭିନୟ କରି ବେଶ୍‍ ପ୍ରଶଂସିତ ହୋଇଥିଲେ । ଯେତେବେଳେ ଓଡ଼ିଶାରେ ସିନେମା ହଲ୍‍ ନଥିଲା ସେହି ସମୟରେ ସେ ୧୨ଟି ଭ୍ରାମ୍ୟମାଣ ଥିଏଟର ଅାରମ୍ଭ କରିଥିଲେ । ୨୦୦୪ରେ ଇଟିଭିରେ ପ୍ରସାରିତ ବୁଢା ଶଙ୍ଖାରିରେ ୮୪ ବର୍ଷ ବୟସରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
 
ସେ [[ବାଳକୃଷ୍ଣ ଦାସ]], [[ଭୁବନେଶ୍ୱରୀ ମିଶ୍ର]], [[ରାଖାଲ ମହାନ୍ତି|ରାଖାଲ ଚନ୍ଦ୍ର ମହାନ୍ତି]],[[ଶ୍ୟାମସୁନ୍ଦର ଦାସ|ଶ୍ୟାମ ସୁନ୍ଦର ଦାସ]] ପ୍ରମୁଖଙ୍କୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରଥମେ ସୁଯୋଗ ଦେଇଥିଲେ । ସେହିପରି [[ଶ୍ୟାମାମଣି ପଟ୍ଟନାୟକ]], [[ପ୍ରଣବ ପଟ୍ଟନାୟକ]], [[ପାର୍ବତୀ ଘୋଷ]], [[ଝରଣା ଦାସଙ୍କୁଦାସ]]<nowiki/>ଙ୍କୁ ସେ ଚଳଚ୍ଚିତ୍ର ଜଗତରେ ନୂତନ ପରିଚୟ ଦେଇଥିଲେ । ସେ [[ଆମରି ଗାଁ ଝିଅ]], [[ଶ୍ରୀ ଲୋକନାଥ]], [[ଭାଇ ଭାଉଜ]], [[ଘର ସଂସାର]] ଓ [[ଅମର ପ୍ରେମ]]ରେ ନିର୍ଦ୍ଦେଶନା ଦେଇଥିଲେ ।
 
ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା । ୧୯୪୯ରେ କୋଣାର୍କ ଉପରେ ଅାଧାରିତ ବ୍ଲାକ୍‍ ପାଗୋଡା ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା । ଭାରତରେ ଥିବା ଅାମେରିକାର ତତ୍କାଳୀନ ରାଷ୍ଟଦୂତ ଏଲ୍‍ ଅାଣ୍ଡରସନ୍‍ ଏଥିରେ ପ୍ରଭାବିତ ହୋଇ ତାହାକୁ ଅାମେରିକା ପଠାଇଥିଲେ ।<ref>{{cite web|title=Filmmaker Gopal Ghosh Passes Away|url=http://www.newindianexpress.com/states/odisha/Filmmaker-Gopal-Ghosh-Passes-Away/2015/02/28/article2690892.ece|publisher=The New Indian Express|accessdate=28 February 2015}}</ref>
୪୧ କ ଧାଡ଼ି:
 
==ପୁରସ୍କାର ଓ ସମ୍ମାନ==
୧୯୬୦ରେ [[ଶ୍ରୀ ଲୋକନାଥ]] ଫିଲ୍ମର ନିର୍ଦ୍ଦେଶନା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ମିଳିଥିବା ବେଳେ ସଙ୍ଗୀତ ନାଟକ ଏକାଡେମୀ, କବିବର ଗୌରୀଶଙ୍କର ପୁରସ୍କାର ଓ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ପରି ସେ ଶହେରୁ ଅଧିକ ପୁରସ୍କାର ପାଇଥିଲେ ।
==ମୃତ୍ୟୁ==
ଅଭିନେତା ଗୋପାଳ ଘୋଷ ୨୭ ଫେବୃଆରୀ ୨୦୧୫, ଶୁକ୍ରବାର ଦିନ ଭୋର ୪ଟା ୫୦ ସମୟରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୯୪ ବର୍ଷ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ଼ ବେଡିକାଲକୁ ନିଅାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ଚଳଚ୍ଚିତ୍ର ତାରକା ଓ ଶୁଭେଚ୍ଛୁ ନନ୍ଦି ସାହି ସ୍ଥିତ ବାସ ଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଖାନନଗରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସେଠାରେ ତାଙ୍କ ବଡପୁଅ ଅଭିଜିତ୍‍ ମୁଖାଗ୍ନୀ ଦେଇଥିଲେ ।