"ସଲିଲ ମିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୭୨ କ ଧାଡ଼ି:
 
== ମୃତ୍ୟୁ ==
 
 
ସଲିଲ ମିତ୍ର ୨୦୧୯ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{Cite web|url=https://odishatv.in/entertainment/ollywood-actor-comedian-salil-mitra-no-more-375630|title=Ollywood actor-comedian Salil Mitra no more|last=|first=|date=|website=odishatv.in|language=en-US|archive-url=http://www.webcitation.org/78sol5gOU|archive-date=2019-06-04|dead-url=no|access-date=2019-06-04}}</ref> ୧୨ ମଇ ୨୦୧୯ରେ ସେ [[କେନ୍ଦୁଝର]]<nowiki/>ରୁ ଏକ ସୁଟିଂ ସାରି ଫେରୁଥିବାବେଳେ [[ଘଟଗାଁ]] କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।<ref>{{Cite web|url=http://www.samajalive.in/salil-mitra/81391.html|title=ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର|last=Bureau|first=Samajalive|date=2019-05-12|website=Samaja Live|language=en-US|archive-url=http://www.webcitation.org/78spaTpKY|archive-date=2019-06-04|dead-url=no|access-date=2019-06-04}}</ref> ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଏବଂ ପରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|କଟକ ବଡ଼ ମେଡିକାଲ]]<nowiki/>ରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଛାତିରେ ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ [[ଭୁବନେଶ୍ୱର]]<nowiki/>ର କିମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୪ ଜୁନ ୨୦୧୯ର ରାତି ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଛାତିର ପଞ୍ଜରା ହାଡ଼ ଦବିଯାଇ [[ହୃତ୍‌ପିଣ୍ଡ]] ପାଖରେ ଲାଗିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ ମତ ଦେଇଥିଲେ ।<ref>{{Cite web|url=http://www.pragativadi.com/popular-odia-comedian-salil-mitra-injured-in-road-mishap/|title=Popular Odia comedian Salil Mitra injured in road mishap|last=|first=|date=2019-05-12|website=Pragativadi: Leading Odia Dailly|language=en-US|archive-url=http://www.webcitation.org/78sp1OmpI|archive-date=2019-06-04|dead-url=no|access-date=2019-06-04}}</ref> ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା <ref>{{Cite web|url=https://odishasuntimes.com/odisha-actor-salil-mitra-passes-away/|title=Odisha actor Salil Mitra passes away {{!}} OdishaSunTimes.com|last=Bureau|first=Odisha Sun Times|date=|website=|language=en-US|archive-url=http://www.webcitation.org/78sp26IHB|archive-date=2019-06-04|dead-url=no|access-date=2019-06-04}}</ref>