"ସଲିଲ ମିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବର୍ଷ
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୧ କ ଧାଡ଼ି:
}}
 
{{Listen| embed=yes |filename = Odia_Actor_Salil_Mitra_Voice_Intro.ogg |title = ନିଜ ସ୍ୱରରେ ସଲିଲ |type = speech |description = ୨୦୧୯୨୦୧୮ ଅଗଷ୍ଟର ରେକର୍ଡ଼}}
 
'''ସଲିଲ୍ ମିତ୍ର''' (୭ ଅପ୍ରେଲ ୧୯୬୭ - ୪ ଜୁନ ୨୦୧୯) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା ଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଦୂରଦର୍ଶନ ଓ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ । [[କରଞ୍ଜିଆ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]<nowiki/>ରେ ଜନ୍ମିତ ସଲିଲ ୧୯୯୯ ମସିହାରେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ କଥାଚିତ୍ର, ଧାରାବାହିକ, ଆଧୁନିକ ଗୀତ, ଭଜନ, ନାଟକ ଆଦିରେ ଅଭିନୟ କରିଥିଲେ । [[ଇ ଟିଭି ଓଡ଼ିଆ]]<nowiki/>ରେ ପ୍ରସାରିତ [[ବଡ଼ ଘର ବଡ଼ ଗୁମର କଥା]] ଭଳି କିଛି ଧାରାବାହିକରେ ସେ ଖଳନାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୨ ମଇ ୨୦୧୯ରେ ସେ ଏକ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ୪ ଜୁନ ୨୦୧୯ରେ ସେ ମୃତ୍ୟୁବରଣ କରିଥିଲେ ।<ref name="Salil Mitra">{{cite web |title=ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ସଲିଲ |url=http://sambad.in/state/salil-mitra-passes-away-374041/ |website=Sambad |publisher=sambad.in |accessdate=4 June 2019 |archiveurl=http://www.webcitation.org/78rreKKqQ |archivedate=4 June 2019 |date=3 June 2019}}</ref>
 
 
== ଜନ୍ମ ଓ ପରିବାର ==