"ସଲିଲ ମିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡ଼ାଗଲା
ଟିକେ ତାଙ୍କର ନାମର ଉଚ୍ଚାରଣ ସେ ସବୁବେଳେ 'ସଲିଲ୍' ବୋଲି କରନ୍ତି
୨୧ କ ଧାଡ଼ି:
}}
{{Listen| embed=yes |filename = Odia_Actor_Salil_Mitra_Voice_Intro.ogg |title = ନିଜ ସ୍ୱରରେ ସଲିଲ |type = speech |description = ୨୦୧୯ ଅଗଷ୍ଟର ରେକର୍ଡ଼}}
'''ସଲୀଳ କୁମାରସଲିଲ୍ ମିତ୍ର''' (୭ ଏପ୍ରିଲଅପ୍ରେଲ ୧୯୬୭ - ୪ ଜୁନ ୨୦୧୯) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା ଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଦୂରଦର୍ଶନ ଓ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ । [[କରଞ୍ଜିଆ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]<nowiki/>ରେ ଜନ୍ମିତ ସଲିଲ ୧୯୯୯ ମସିହାରେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ କଥାଚିତ୍ର, ଧାରାବାହିକ, ଆଧୁନିକ ଗୀତ, ଭଜନ, ନାଟକ ଆଦିରେ ଅଭିନୟ କରିଥିଲେ । [[ଇ ଟିଭି ଓଡ଼ିଆ]]<nowiki/>ରେ ପ୍ରସାରିତ [[ବଡ଼ ଘର ବଡ଼ ଗୁମର କଥା]] ଭଳି କିଛି ଧାରାବାହିକରେ ସେ ଖଳନାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୨ ମଇ ୨୦୧୯ରେ ସେ ଏକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ୪ ଜୁନ ୨୦୧୯ରେ ସେ ମୃତ୍ୟୁବରଣ କରିଥିଲେ ।<ref name="Salil Mitra">{{cite web |title=ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ସଲିଲ |url=http://sambad.in/state/salil-mitra-passes-away-374041/ |website=Sambad |publisher=sambad.in |accessdate=4 June 2019 |archiveurl=http://www.webcitation.org/78rreKKqQ |archivedate=4 June 2019 |date=3 June 2019}}</ref>
 
 
== ଜନ୍ମ ଓ ପରିବାର ==
Line ୨୭ ⟶ ୨୮:
ସଲିଲ ମିତ୍ର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଙ୍କିମ ମିତ୍ର ।
== ଅଭିନୟ ଜୀବନ ==
 
ସଲିଲ ମିତ୍ର ୧୯୯୯ ମସିହାରେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ଅଭିନୟ କରିବା ଆରମ୍ଭ କରିଥିଲେ ।<ref>{{Cite web|url=http://www.prameyanews.com/odia-cine-star-salil-mitra-passes-away/|title=Odia cine star Salil Mitra passes away|last=|first=|date=2019-06-04|website=prameyanews.com|language=en-US|archive-url=http://www.webcitation.org/78sp6NzQ2|archive-date=2019-06-04|dead-url=no|access-date=2019-06-04}}</ref> ତାଙ୍କ ଅଭନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା [[ପୁଅ ଭାଙ୍ଗିଦେଲା ସୁନା ସଂସାର]] । ଏହାପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ । ଏଥି ସହ ସେ କିଛି ଓଡ଼ିଆ ଆଧୁନିକ ଆଲ୍‌ବମ୍ ଓ ଭଜନ ଆଦିରେ ଅଭିନୟ କରିଥିଲେ ।
 
 
Line ୧୭୩ ⟶ ୧୭୫:
 
== ମୃତ୍ୟୁ ==
ସଲିଲ ମିତ୍ର ୨୦୧୯ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{Cite web|url=https://odishatv.in/entertainment/ollywood-actor-comedian-salil-mitra-no-more-375630|title=Ollywood actor-comedian Salil Mitra no more|last=|first=|date=|website=odishatv.in|language=en-US|archive-url=http://www.webcitation.org/78sol5gOU|archive-date=2019-06-04|dead-url=no|access-date=2019-06-04}}</ref> ୧୨ ମଇ ୨୦୧୯ରେ ସେ [[କେନ୍ଦୁଝର]]<nowiki/>ରୁ ଏକ ସୁଟିଂ ସାରି ଫେରୁଥିବାବେଳେ [[ଘଟଗାଁ]] କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।<ref>{{Cite web|url=http://www.samajalive.in/salil-mitra/81391.html|title=ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର|last=Bureau|first=Samajalive|date=2019-05-12|website=Samaja Live|language=en-US|access-date=2019-06-04}}</ref> ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ଘଟଗାଁ ହସ୍ପାତାଳରେ ଏବଂ ପରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|କଟକ ବଡ଼ ମେଡିକାଲ]]<nowiki/>ରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଛାତିରେ ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ [[ଭୁବନେଶ୍ୱର]]<nowiki/>ର କିମ୍ସ ହସ୍ପାତାଳକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୪ ଜୁନ ୨୦୧୯ର ରାତି ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଛାତିର ପଞ୍ଜରା ହାଡ଼ ଦବିଯାଇ [[ହୃତ୍‌ପିଣ୍ଡ]] ପାଖରେ ଲାଗିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ ମତ ଦେଇଥିଲେ ।<ref>{{Cite web|url=http://www.pragativadi.com/popular-odia-comedian-salil-mitra-injured-in-road-mishap/|title=Popular Odia comedian Salil Mitra injured in road mishap|date=2019-05-12|website=Pragativadi: Leading Odia Dailly|language=en-US|access-date=2019-06-04}}</ref> ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା <ref>{{Cite web|url=https://odishasuntimes.com/odisha-actor-salil-mitra-passes-away/|title=Odisha actor Salil Mitra passes away {{!}} OdishaSunTimes.com|last=Bureau|first=Odisha Sun Times|language=en-US|access-date=2019-06-04}}</ref>
 
 
ସଲିଲ ମିତ୍ର ୨୦୧୯ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{Cite web|url=https://odishatv.in/entertainment/ollywood-actor-comedian-salil-mitra-no-more-375630|title=Ollywood actor-comedian Salil Mitra no more|last=|first=|date=|website=odishatv.in|language=en-US|archive-url=http://www.webcitation.org/78sol5gOU|archive-date=2019-06-04|dead-url=no|access-date=2019-06-04}}</ref> ୧୨ ମଇ ୨୦୧୯ରେ ସେ [[କେନ୍ଦୁଝର]]<nowiki/>ରୁ ଏକ ସୁଟିଂ ସାରି ଫେରୁଥିବାବେଳେ [[ଘଟଗାଁ]] କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।<ref>{{Cite web|url=http://www.samajalive.in/salil-mitra/81391.html|title=ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର|last=Bureau|first=Samajalive|date=2019-05-12|website=Samaja Live|language=en-US|archive-url=http://www.webcitation.org/78spaTpKY|archive-date=2019-06-04|dead-url=no|access-date=2019-06-04}}</ref> ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ଘଟଗାଁ ହସ୍ପାତାଳରେ ଏବଂ ପରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|କଟକ ବଡ଼ ମେଡିକାଲ]]<nowiki/>ରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଛାତିରେ ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ [[ଭୁବନେଶ୍ୱର]]<nowiki/>ର କିମ୍ସ ହସ୍ପାତାଳକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୪ ଜୁନ ୨୦୧୯ର ରାତି ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଛାତିର ପଞ୍ଜରା ହାଡ଼ ଦବିଯାଇ [[ହୃତ୍‌ପିଣ୍ଡ]] ପାଖରେ ଲାଗିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ ମତ ଦେଇଥିଲେ ।<ref>{{Cite web|url=http://www.pragativadi.com/popular-odia-comedian-salil-mitra-injured-in-road-mishap/|title=Popular Odia comedian Salil Mitra injured in road mishap|last=|first=|date=2019-05-12|website=Pragativadi: Leading Odia Dailly|language=en-US|archive-url=http://www.webcitation.org/78sp1OmpI|archive-date=2019-06-04|dead-url=no|access-date=2019-06-04}}</ref> ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା <ref>{{Cite web|url=https://odishasuntimes.com/odisha-actor-salil-mitra-passes-away/|title=Odisha actor Salil Mitra passes away {{!}} OdishaSunTimes.com|last=Bureau|first=Odisha Sun Times|date=|website=|language=en-US|archive-url=http://www.webcitation.org/78sp26IHB|archive-date=2019-06-04|dead-url=no|access-date=2019-06-04}}</ref>
== ଆଧାର ==
{{ଆଧାର}}