"ସଲିଲ ମିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୧ କ ଧାଡ଼ି:
}}
 
'''ସଲିଲ ମିତ୍ର''' (ମୃତ୍ୟୁ: ୪ ଜୁନ ୨୦୧୯) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା ଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଦୂରଦର୍ଶନ ଓ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ । [[କରଞ୍ଜିଆ]], ମୟୂରଭଞ୍ଜରେ[[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]<nowiki/>ରେ ଜନ୍ମିତ ସଲିଲ ୧୯୯୯ ମସିହାରେ [[ଓଡ଼ିଆ କଥାଚିତ୍ର ଜଗତରେଜଗତ]]<nowiki/>ରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ କଥାଚିତ୍ର, ଧାରାବାହିକ, ଆଧୁନିକ ଗୀତ, ଭଜନ, ନାଟକ ଆଦିରେ ଅଭିନୟ କରିଥିଲେ । [[ଇ ଟିଭି ଓଡ଼ିଆରେଓଡ଼ିଆ]]<nowiki/>ରେ ପ୍ରସାରିତ [[ବଡ଼ ଘର ବଡ଼ ଗୁମର କଥା]] ଭଳି କିଛି ଧାରାବାହିକରେ ସେ ଖଳନାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୨ ମଇ ୨୦୧୯ରେ ସେ ଏକ ଦୁର୍ଘଟଣାର ଶିକାର ହୋଇ ହସ୍ପାତାଳରେ ଚିକିତ୍ସିତ ହେଉଥିଲେ ଏବଂ ୪ ଜୁନ ୨୦୧୯ରେ ସେ ମୃତ୍ୟୁବରଣ କରିଥିଲେ ।<ref name="Salil Mitra">{{cite web |title=ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ସଲିଲ |url=http://sambad.in/state/salil-mitra-passes-away-374041/ |website=Sambad |publisher=sambad.in |accessdate=4 June 2019 |archiveurl=http://www.webcitation.org/78rreKKqQ |archivedate=4 June 2019 |date=3 June 2019}}</ref>
 
== ଜନ୍ମ ଓ ପରିବାର ==
 
ସଲିଲ ମିତ୍ର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଙ୍କିମ ମିତ୍ର ।
 
== ଅଭିନୟ ଜୀବନ ==
ସଲିଲ ମିତ୍ର ୧୯୯୯ ମସିହାରେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା [[ପୁଅ ଭାଙ୍ଗିଦେଲା ସୁନା ସଂସାର]] । ଏହାପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ । ଏଥି ସହ ସେ କିଛି ଓଡ଼ିଆ ଆଧୁନିକ ଆଲ୍‌ବମ୍ ଓ ଭଜନ ଆଦିରେ ଅଭିନୟ କରିଥିଲେ ।
 
ତାଙ୍କ ଅଭିନୀତ କିଛି ଓଡ଼ିଆ କଥାଚିତ୍ରଗୁଡ଼ିକ ହେଲା; ରହିଚି ରହିବି ତୋରି ପାଇଁ, ସାଥିରେ, ଅର୍ଜୁନ, ରକତେ ଲେଖିଚି ନାଁ, କାଳୀ ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ଶୁଭ ବିବାହ, ତୁ ମୋ ଆଖିର ତାରା, ଓମ୍ ନମଃ ଶିବାୟ, ହିରୋ, ବାଳୁଙ୍ଗା ଟୋକା, କେବେ ତୁମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ମେଟ୍ରିକ ଫେଲ, ଇଡିଅଟ, ଗଞ୍ଜା ଲଢ଼େଇ, ଲଭ୍ ମାଷ୍ଟର, ଚଉକା ଛକା, ସମଥିଙ୍ଗ୍ ସମଥିଙ୍ଗ୍ ୨, ଗପ ହେଲେ ବି ସତ, ଲଭ୍ ଷ୍ଟେସନ, ଅଗସ୍ତ୍ୟ, ସିଷ୍ଟର ଶ୍ରୀଦେବୀ ।
 
=== ଅଭିନୀତ କଥାଚିତ୍ର ===
ରହିଚି ରହିବି ତୋରି ପାଇଁ, ସାଥିରେ, ଅର୍ଜୁନ, ରକତେ ଲେଖିଚି ନାଁ, କାଳୀ ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ଶୁଭ ବିବାହ, ତୁ ମୋ ଆଖିର ତାରା, ଓମ୍ ନମଃ ଶିବାୟ, ହିରୋ, ବାଳୁଙ୍ଗା ଟୋକା, କେବେ ତୁମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ମେଟ୍ରିକ ଫେଲ, ଇଡିଅଟ, ଗଞ୍ଜା ଲଢ଼େଇ, ଲଭ୍ ମାଷ୍ଟର, ଚଉକା ଛକା, ସମଥିଙ୍ଗ୍ ସମଥିଙ୍ଗ୍ ୨, ଗପ ହେଲେ ବି ସତ, ଲଭ୍ ଷ୍ଟେସନ, ଅଗସ୍ତ୍ୟ, ସିଷ୍ଟର ଶ୍ରୀଦେବୀ ।
 
=== ଅଭିନୀତ ଧାରାବାହିକ ===
 
== ମୃତ୍ୟୁ ==
ସଲିଲ ମିତ୍ର ୨୦୧୯ ମସିହାର ଜୁନ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ୧୨ ମଇ ୨୦୧୯ରେ ସେ କେନ୍ଦୁଝରରୁ[[କେନ୍ଦୁଝର]]<nowiki/>ରୁ ଏକ ସୁଟିଂ ସାରି ଫେରୁଥିବାବେଳେ [[ଘଟଗାଁ]] କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ତାଙ୍କୁ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|କଟକ ବଡ଼ ମେଡିକାଲରେମେଡିକାଲ]]<nowiki/>ରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଛାତିରେ ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱରର[[ଭୁବନେଶ୍ୱର]]<nowiki/>ର କିମ୍ସ ହସ୍ପାତାଳକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୪ ଜୁନ ୨୦୧୯ର ରାତି ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଛାତିର ପଞ୍ଜରା ହାଡ଼ ଦବିଯାଇ [[ହୃତ୍‌ପିଣ୍ଡ]] ପାଖରେ ଲାଗିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ ମତ ଦେଇଥିଲେ ।
 
== ଆଧାର ==