"ଉଇକିପିଡ଼ିଆ:ଆରମ୍ଭ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବନାନ ଶୁଦ୍ଧି
୧ କ ଧାଡ଼ି:
'''[[ମୂଳ_ଫରଦମୂଳ_ପୃଷ୍ଠା|ଉଇକିପିଡ଼ିଆ]]''' ଏକ ଖୋଲା ଭାଷାଜ୍ଞାନ କୋଷମଣ୍ଡଳ ଯାହା ପୃଥିବୀର ସବୁ ଜାଗାର ଦାତା ମାନଙ୍କ ଦ୍ଵାରା ତିଆରି ।
 
== ଉଇକିପିଡ଼ିଆରେ ଲେଖିବା ==
 
[[ଓଡ଼ିଆ]] ଉଇକିପିଡ଼ିଆରେ କିଛି ଲେଖାଲେଖି କରିବା ପାଇଁ [[ମୂଳପ୍ରଧାନ ଫରଦପୃଷ୍ଠା]]କୁ ଯାଆନ୍ତୁ ଆଉ ଆପଣଙ୍କୁ ଭଲ ଲାଗୁଥିବା ଲେଖାଟିଏ ଲେଖନ୍ତୁ, ଆପଣଙ୍କ ପାଇଁ କିଛି ଲେଖାର [[Wikipedia:ଦରକାରି ଲେଖାର ତାଲିକା|ତାଲିକା]] ଆମେ ରଖିଛୁ, ସେଥିରୁ ଯେ କୌଣସି ଲେଖାଟିଏ ବାଛି ଆପଣ ଲେଖି ପାରନ୍ତି ।
 
ଯଦି କିଛି ଲେଖାରେ ଅଦଳ ବଦଳ କରିବାକୁ ଚାହାନ୍ତି ତେବେ ଡାହାଣ ଉପର ପଟରେ ଥିବା '''ଏଡ଼ିଟବଦଲାଇବେ'''କୁ ଦବାନ୍ତୁ ।
 
== ବଦଳାଇବା ==
 
ଉଇକିପିଡ଼ିଆର ଲେଖା ସବୁ କେହି ବି ବଦଳାଇ ପାରନ୍ତି । ଯଦି ଆପଣ ଲେଖାଟିଏକୁ ବଦଳାଇବାକୁ ଚାହାନ୍ତି ତେବେ ଉପରେ/ତଳେ ଥିବା '''ଏଡ଼ିଟବଦଲାଇବେ''' କୁ ବାଛନ୍ତୁ । ଆପଣ ଉଇକିପିଡ଼ିଆରେ [[Special:Userlogin|ଖାତାଟିଏ ଖୋଲି]]ନଥିଲେ ବି ନୂଆ ଲେଖା ଯୋଡ଼ି ପାରିବେ ବା ପୁରୁଣା ଲେଖାକୁ ବଦଳାଇ ପାରିବେ ।
 
ଉଇକିପିଡ଼ିଆରେ ଆପଣ ଲେଖୁଥିବା ସବୁଯାକ ଲେଖା ନିରପେକ୍ଷ ହେବା ଦରକାର । ଲେଖାଗୁଡ଼ିକ [[ଜିଏନଇଉ ମୁକ୍ତ ଦସ୍ତାବିଜ ଲାଇସେନ୍ସ]](GFDL) ହେବା ଉଚିତ ।