"ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Sukumar Nayak}} {{Infobox Indian politician |image = |name = ରାଜେନ୍ଦ୍ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୮ କ ଧାଡ଼ି:
|residence =
|death_date = {{death date and age|2001|5|30|1930|4|9|df=yes}}
|office1 = ବିଧାୟକ: [[୩ୟ ଓଡ଼ିଶା ବିଧାନ ସଭା]]
|constituency1 = [[ନୀଳଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନୀଳଗିରି]]
|salary1 =
|term_start1 = ୧୯୬୧
|term_end1 = ୧୯୬୭
|predecessor1 = [[ନୀଳାମ୍ବର ଦାସ]]
|successor1 = [[ବନମାଳି ଦାସ]]
|office1 = ବିଧାୟକ: [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]], [[୭ମ ଓଡ଼ିଶା ବିଧାନ ସଭା]]
|constituency1 = ନୀଳଗିରି
Line ୨୩ ⟶ ୧୬:
|successor1 = [[ଅକ୍ଷୟ କୁମାର ଆଚାର୍ଯ୍ୟ]]
|party = [[ଜନତା ପାର୍ଟି]]
|otherparty = [[ଭାରତୀୟ ଜାତୀୟ କଂଗ୍ରେସ]]<br>[[ସ୍ୱତନ୍ତ୍ର ପାର୍ଟି]]
|religion = [[ହିନ୍ଦୁ ଧର୍ମ|ହିନ୍ଦୁ]]
|nationality = [[ଭାରତ|ଭାରତୀୟ]]
Line ୩୮ ⟶ ୩୧:
}}
 
'''ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ''' (୯ ଅପ୍ରେଲ ୧୯୩୦ - ୩୦ ମଇ ୨୦୦୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା]] ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]] ଓ [[ଜନତା ପାର୍ଟି]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୧୯୬୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ନୀଳଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୩ୟ ଓଡ଼ିଶା ବିଧାନ ସଭା|୩ୟ]], [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]] ଓ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Rajendra Chandra Mardaraj Harichandan">{{cite web|url=http://odishaassembly.nic.in/memberprofile.aspx?img=663 |title=Late Rajendra Chandra Mardaraj Harichandan |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=1 June 2019}}</ref>
 
 
== ଜନ୍ମ, ଶିକ୍ଷା ଓ ପରିବାର ==
ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ୧୯୩୦ ମସିହାର ଅପ୍ରେଲ ମାସ ୯ ତାରିଖରେ ଅବିଭକ୍ତ [[ବାଲେଶ୍ୱର ଜିଲ୍ଲା]]<nowiki/>ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଥିଲେ ଏବଂ ସେ ଓକିଲାତି ପଢ଼ିଥିଲେ । ତାଙ୍କ ପତ୍ନୀଙ୍କ ନାମ ଇନ୍ଦିରା ଦେବୀ । ତାଙ୍କର ୨ ଜଣ ପୁଅ ଓ ଜଣେ ଝିଅଙ୍କୁ ମିଶାଇ ସମୁଦାୟ ସନ୍ତାନ ସଂଖ୍ୟା ୩ ।
 
== ରାଜନୈତିକ ଜୀବନ ==
ରାଜେନ୍ଦ୍ର ୧୯୬୦ ମସିହାର [[ଗଣତନ୍ତ୍ର ପରିଷଦ]]<nowiki/>ରେ ଯୋଗ ଦେଇଥିଲେ । ୧୯୬୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ସ୍ୱତନ୍ତ୍ର ପାର୍ଟି]]<nowiki/>ର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୩ୟ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
ଏହାପରେ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ [[ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୬ଷ୍ଠ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
୧୯୭୪ ମସିହାରେ ସେ [[ଜନତା ପାର୍ଟି]]<nowiki/>ର ପ୍ରାର୍ଥୀ ଭାବରେ ପୁଣିଥର ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ମୃତ୍ୟୁ ==
ରାଜେନ୍ଦ୍ର ୨୦୦୧ ମସିହାର ମଇ ମାସ ୩୦ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
 
== ଆଧାର ==