"ନୟାଗଡ଼ ଗଡ଼ଜାତ ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଶାସକ
ଟିକେ add citation
୨୭ କ ଧାଡ଼ି:
|footnotes =
}}
'''ନୟାଗଡ଼ ଗଡ଼ଜାତ ରାଜ୍ୟ''' ବ୍ରିଟିଶ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ ଯାହାକି ଅଧୁନାତନ ଓଡିଶାର [[ନୟାଗଡ଼ ଜିଲ୍ଲା]] <ref>{{cite EB1911 |wstitle=Nayagarh |volume=19 |page=318}}</ref> । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ [[ଭାରତ]] ସହିତ ମିଶିଥିଲା । ଏହି ଅଞ୍ଚଳର ଉତ୍ତରରେ ଖଣ୍ଡପଡା ରାଜ୍ୟ ଓ ପୁରୀ ଜିଲ୍ଲା ଅବସ୍ଥିତ । ଏହାର ରାଜଧାନୀ ଥିଲା ନୟଗଡନୟାଗଡ । ରାଜ୍ୟର ଦକ୍ଷିଣାଞ୍ଚଳ ବଣ ପାହାଦ ଘେରା ଓ ଏହି ଅଞ୍ଚଲରେ ମୁଖ୍ୟତଃ କନ୍ଧ ଶ୍ରେଣୀର ଲୋକେ ବସବାସ କରୁଥିଲେ ।<ref>Great Britain India Office. ''[[The Imperial Gazetteer of India]]''. Oxford: Clarendon Press, 1908.</ref> ବର୍ତ୍ତମାନର ନୟାଗଡ ଜିଲ୍ଲା ମୁଖ୍ୟତଃ ତତ୍କାଳୀନ ଦଶପଲ୍ଲା ଗଡଜାତ, ଖଣ୍ଡପଡା ଗଡଜାତ, ନୟାଗଡ ଗଡଜାତ ଏବଂ ରଣପୁର ଗଡଜାତ ଜିଲ୍ଲାର ଅଂଶ ବିଶେଷକୁ ନେଇ ଗଠିତ ।<ref name="Govt. portal of Odisha">{{cite web |last1=Panda |first1=Dr. Saroj Kumar |title=An Analysis of Trade and Commerce in thePrincely States of Nayagarh District (1858-1947) |url=http://magazines.odisha.gov.in/Orissareview/2015/Apr/engpdf/61-64.pdf |website=www.magazines.odisha.gov.in |accessdate=29 May 2019}}</ref>
 
== ଇତିହାସ ==