"ରମେଶ ଚନ୍ଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୯ କ ଧାଡ଼ି:
}}
 
'''ରମେଶ ଚନ୍ଦ୍ର ମାଝି''' (ଜନ୍ମ ୯ ଅପ୍ରେଲ ୧୯୭୮) ହେଉଛନ୍ତି ଜଣେ ଭାରତୀୟ ରାଜନେତା । ସେ [[୨୦୧୯ ଭାରତୀୟ ସାଧାରଣ ନିର୍ବାଚନ]]<nowiki/>ରେ [[ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର]]<nowiki/>ରୁ [[ବିଜୁ ଜନତା ଦଳ]] ତରଫରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0">{{Cite web|url=http://results.eci.gov.in/pc/en/trends/statewiseS182.htm|title=General Election 2019 - Election Commission of India|website=results.eci.gov.in|access-date=2019-05-29}}</ref> ସେ ଓଡ଼ିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସ୍ୱଳ୍ପ ଏବଂ ପଛୁଆ ବିଭାଗ ତଥା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ।<ref>http://odishaassembly.nic.in/memberprofile.aspx?img=1245</ref> ସେ ଓଡ଼ିଶାର ୧୩ଶ, ୧୪ଶ ଓ ୧୫ଶ ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ ।
 
== ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ ==
୬୦ କ ଧାଡ଼ି:
 
== ଆଧାର ==
{{ଆଧାର}}{{ଓଡ଼ିଶାର ୧୭ତମ ଲୋକ ସଭା ସଭ୍ୟ}}
{{ଆଧାର}}
[[ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା]]
[[ଶ୍ରେଣୀ:ଓଡ଼ିଶାର ରାଜନୀତିଜ୍ଞ]]