"ମୁକ୍ତେଶ୍ୱର ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
|country = [[ଭାରତ]]
|state/province = [[ଓଡ଼ିଶା]]
|district = [[ଖୋର୍ଦ୍ଧା ଜିଲା|ଖୋର୍ଦ୍ଧା]]
|locale =
|elevation_m =
୪୫ କ ଧାଡ଼ି:
==ଇତିହାସ==
ଏହାର ନିର୍ମାଣ ୧୦ମ ଶତାବ୍ଦୀରେ କରାଯାଇଥିଲା । ଓଡ଼ିଶାର ବାକି ମନ୍ଦିର ମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ଅତି ମନୋରମ । ଏକ [[ଶୈବ]] ଧାର୍ମିକ ସ୍ଥଳ ସହ ଏହା [[ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀ]]ର ଏକ ବିଶେଷ ସ୍ଥାନ ।
 
==ନିର୍ମାଣ ଶୈଳୀ==
୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ '''ବିଶ୍ଵକର୍ମା ମହାରଣା କାରୁକାର୍ଯ୍ୟ''ର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତ ମାନଙ୍କ ଦ୍ଵାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।
 
==ବାହାର ଲିଙ୍କ==
* [http://www.indyahills.com/orissa/temple.html Places of Worship in Orissa]
* [http://www.cyberorissa.com/myorissa/temples/temples2.htm Temples of Orissa]
* [http://www.cultureholidays.com/Temples/mukteswara.htm Mukteswara Temple]
 
{{ହିନ୍ଦୁ ମନ୍ଦିର}}