"ରମେଶ ଚନ୍ଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: 2017 source edit
ଟିକେ ଅଧିକ ତଥ୍ୟ ++
୧ କ ଧାଡ଼ି:
{{ଛୋଟ|Ramesh Chandra Majhi}}
<br />
{{ଲେଖା ଚାଲିଛି}}
 
<!--{{Infobox officeholder
| name = ରମେଶ ଚନ୍ଦ୍ର ମାଝି
| image =
| native_name =
| native_name_lang = or
| birth_date = {{birth date and age|df=yes|19611978|0204|1009}}
| birth_place = ଦଣ୍ଡମୁଣ୍ଡା ଗ୍ରାମ, [[ଚନ୍ଦାହାଣ୍ଡି]] ପଞ୍ଚାୟତ, [[ନବରଙ୍ଗପୁର ଜିଲ୍ଲା|ନବରଙ୍ଗପୁର]]
| birth_place = [[ଅନୁଗୋଳ ଜିଲ୍ଲା|ଅନୁଗୁଳ]]
| residence = ଦଣ୍ଡମୁଣ୍ଡା ଗ୍ରାମ, [[ଚନ୍ଦାହାଣ୍ଡି]] ପଞ୍ଚାୟତ, [[ନବରଙ୍ଗପୁର ଜିଲ୍ଲା|ନବରଙ୍ଗପୁର]], ପିନ: ୭୬୪୦୭୭
| residence = ବ୍ରାହ୍ମଣ ଶାସନ, [[ତାଳଚେର|ତାଳଚେର ସହର]], [[ଅନୁଗୋଳ|ଅନୁଗୁଳ]]
| office1 = ସାଂସଦ: [[୧୭ଶ ଲୋକ ସଭା]]
| constituency1 = [[ଢେଙ୍କାନାଳନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଢେଙ୍କାନାଳନବରଙ୍ଗପୁର]]
| salary1 =
| term_start1 = ୨୦୧୯
| term_end1 =
| predecessor1 = [[ତଥାଗତବଳଭଦ୍ର ଶତପଥୀମାଝୀ|ବଳଭଦ୍ର ମାଝି]], [[ବିଜେଡି]]
| successor1 =
| office2 = ୧୫ଶ ଏବଂ ୧୪ଶ ବିଧାନସଭା ସଭ୍ୟ, ଓଡ଼ିଶା
| constituency2 = [[ପାଲଲହଡ଼ାଝରିଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ପାଳଲହଡ଼ାଝରିଗାଁ]]
| term_start2 = ୨୦୧୪୨୦୦୯
| term_end2 = ୨୦୧୯
| predecessor2 = ରବି ନାରାୟଣ ପାଣି, [[ବିଜେଡି]]
| successor2 =
| successor2 = [[ମୁକେଶ କୁମାର ପାଲ]], ବିଜେଡି <ref>{{Cite web|url=http://results.eci.gov.in/ac/en/trends/statewiseS1811.htm|title=Assembly Election 2019 - Election Commission of India|website=results.eci.gov.in|access-date=2019-05-28}}</ref>
| office3 = ୧୩ଶ ବିଧାନସଭା ସଭ୍ୟ, ଓଡ଼ିଶା
| office3 = ବିଧାନ ସଭା ସଦସ୍ୟ
| constituency3 = [[ତାଳଚେରଡାବୁଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ତାଳଚେରଡାବୁଗାଁ]]
| term_start3 = ୧୯୯୫୨୦୦୪
| term_end3 = ୨୦୦୯
| predecessor3 =
| successor3 =
| successor3 = [[ବ୍ରଜ କିଶୋର ପ୍ରଧାନ]], ବିଜେଡି
| party = [[Biju Janata Dal|ବିଜୁ ଜନତା ଦଳ]]
| otherparty =
| otherparty = [[ଭାରତୀୟ ଜନତା ପାର୍ଟି|ବିଜେପି]]
| alma_mater =
| spouse = ନନ୍ଦିତା ବେହେରା
| parents = ନବଘନଯାଦବ ସାହୁମାଝି (ବାପା)
| occupation = ରାଜନୀତିଜ୍ଞ, ସମାଜସେବୀକୃଷି
| website =
| mobile = 94370409059178264493
}}
-->
 
'''ରମେଶ ଚନ୍ଦ୍ର ମାଝି''' (ଜନ୍ମ ୯ ଅପ୍ରେଲ ୧୯୭୮) ହେଉଛନ୍ତି ଜଣେ ଭାରତୀୟ ରାଜନେତା । ସେ [[୨୦୧୯ ଭାରତୀୟ ସାଧାରଣ ନିର୍ବାଚନ]]<nowiki/>ରେ [[ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର]]<nowiki/>ରୁ [[ବିଜୁ ଜନତା ଦଳ]] ତରଫରୁ ଛିଡ଼ା ହୋଇଥିଲେ । ସେ ଓଡ଼ିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସ୍ୱଳ୍ପ ଏବଂ ପଛୁଆ ବିଭାଗ ତଥା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ।
 
'''ରମେଶ ଚନ୍ଦ୍ର ମାଝି''' (ଜନ୍ମ ୯ ଅପ୍ରେଲ ୧୯୭୮) ହେଉଛନ୍ତି ଜଣେ ଭାରତୀୟ ରାଜନେତା । ସେ [[୨୦୧୯ ଭାରତୀୟ ସାଧାରଣ ନିର୍ବାଚନ]]<nowiki/>ରେ [[ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର]]<nowiki/>ରୁ [[ବିଜୁ ଜନତା ଦଳ]] ତରଫରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0">{{Cite web|url=http://results.eci.gov.in/pc/en/trends/statewiseS182.htm|title=General Election 2019 - Election Commission of India|website=results.eci.gov.in|access-date=2019-05-29}}</ref> ସେ ଓଡ଼ିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସ୍ୱଳ୍ପ ଏବଂ ପଛୁଆ ବିଭାଗ ତଥା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ।<ref>http://odishaassembly.nic.in/memberprofile.aspx?img=1245</ref> ସେ ଓଡ଼ିଶାର ୧୩ଶ, ୧୪ଶ ଓ ୧୫ଶ ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ
 
== ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ ==
Line ୫୬ ⟶ ୫୪:
 
== ବିଧାନ ସଭା ଏବଂ ସଂସଦ ସଦସ୍ୟତା ==
ବିଜୁ ଜନତା ଦଳ ପକ୍ଷରୁ ୧୩ଶ ଏବଂ ୧୪ଶ ବିଧାନସଭାର ସଦସ୍ୟ ଯଥାକ୍ରମେ ଡାବୁଗାଁ ଏବଂ ଝରିଗ୍ରାମରୁ ହୋଇଥିଲେ ।<ref name="autogenerated1">{{Cite web|url=http://ws.ori.nic.in/ola/mlaprofile/assembly.asp#|title=Archived copy|archive-url=https://web.archive.org/web/20120413190205/http://ws.ori.nic.in/ola/mlaprofile/assembly.asp#|archive-date=2012-04-13|dead-url=yes|access-date=2011-04-30}}</ref> ନବରଙ୍ଗପୁରରୁ ୨୦୧୯ ମସିହାରେ ସଂସଦର ତଳ ସଦନର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0" />
 
== ସମାଜସେବା ==
<br />
ସେ ପ୍ରତି ପଞ୍ଚାୟତରେ ''ଯୁବକ ସଂଘ'' ଗଠନ କରିବାରେ ସାହାର୍ଯ୍ୟ କରିଥିଲେ ।ଏହି ସଙ୍ଘ ଗ୍ରାମୀଣ ଜୀବନର ଉନ୍ନତି, ପରିବେଶ ପରିସ୍ଥିତି ଅନୁଧ୍ୟାନ, ସ୍ୱାସ୍ଥ୍ୟ ଶିବିର, କ୍ରୀଡ଼ାରେ ଉନ୍ନତି ଇତ୍ୟାଦି କରିଥାଏ । ସେ ନବରଙ୍ଗପୁର ''ଗୋଣ୍ଡ ସାଂସ୍କୃତିକ ସମାଜ''ର ମଧ୍ୟ ସଦସ୍ୟ ଅଟନ୍ତି । ଏହି ସମାଜ ଅରଣ୍ୟ ଭୂମି ସଂରକ୍ଷଣ, ଏବଂ ଦିବ୍ୟାଙ୍ଗ ପିଲାମାନଙ୍କର ଦୁଇଟି ବିଦ୍ୟାଳୟ ଚଳାଉଛି ।<ref>https://upclosed.com/people/ramesh-chandra-majhi/</ref>
 
== ଆଧାର ==