"ନୟାଗଡ଼ ଗଡ଼ଜାତ ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୧ କ ଧାଡ଼ି:
== ଇତିହାସ ==
ଇତିହାସର ତଥ୍ୟାନୁସାରେ ନୟାଗଡ ରାଜା ଖ୍ରୀଷ୍ଟାବ୍ଦ ୧୫୫୦ ପୂର୍ବରୁ ରାଜା ସୂର୍ଯ୍ୟମଣିଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ତେବେ ଖଣ୍ଡପଡା ରାଜ୍ୟ ପ୍ରଥମେ ନୟାଗଡ଼ ଗଡ଼ଜାତ ରାଜ୍ୟର ଅଂଶ ବିଶେଷ ଥିଲା ଏବଂ ପରବର୍ତ୍ତୀ ସମୟରେ ଅର୍ଥାତ ୧୫୯୯ ମସିହାରେ ଏହା ଏକ ସ୍ଵତନ୍ତ୍ର ରାଜ୍ୟ ରୂପେ ପ୍ରତିଷ୍ଠିତ ହେଲା । ତତ୍କାଳୀନ ବାଘେଲା ବା ଭାଘେଲା ରାଜ ବଂଶର ରାଜପୁତ ମାନେ ଏହାର ଶାସକ ଥିଲେ ।
== ଶାସକ ==
* ଚନ୍ଦ୍ରଶେଖର ସିଂହ ମାନ୍ଧାତା
* ପୁରୁଷୋତ୍ତମ ସିଂହ ମାନ୍ଧାତା
* ମୃତ୍ୟୁଞ୍ଜୟ ସିଂହ ମାନ୍ଧାତା ( ୧୭୮୪ ପର୍ଯ୍ୟନ୍ତ)
* ବିନାୟକ ସିଂହ ମାନ୍ଧାତା (୧୭୮୪-୧୮୨୫)
* ବ୍ରଜବନ୍ଧୁ ସିଂହ ମାନ୍ଧାତା (୧୮୨୫-୧୮୫୧)
* ଲଡୁ କିଶୋର ସିଂହ ମାନ୍ଧାତା (୨୦ ସେପ୍ତେମ୍ବର ୧୮୫୧-୧୮୮୯)
* ୧୮୮୯-୧୮୯୦-ବଲଭଦ୍ର ସିଂହ
* ୨ ମାର୍ଚ ୧୮୯୦-୪ ସେପ୍ତେମ୍ବର ୧୮୯୭- ରଘୁନାଥ ସିଂହ ମାନ୍ଧାତା
== ଆଧାର ==
{{Reflist}}