"ଚନ୍ଦ୍ରାଣି ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Chandrani Murmu"
 
ଟିକେNo edit summary
୧ କ ଧାଡ଼ି:
{{ଲେଖା ଚାଲିଛି}}
 
'''ଚନ୍ଦ୍ରାଣି ମୁର୍ମୁ''' ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝରରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଅନନ୍ତ ନାୟକଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=https://indianexpress.com/elections/keonjhar-lok-sabha-election-results-2019-live-winner-runner-up/|title=Keonjhar Lok Sabha Election Results 2019|date=24 May 2019|publisher=The Indian Express|access-date=24 May 2019}}</ref><ref>{{Cite web|url=http://results.eci.gov.in/pc/en/trends/statewiseS182.htm|title=General Election 2019 - Election Commission of India|website=results.eci.gov.in|access-date=2019-05-26}}</ref>