"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମୃତ୍ୟୁ
ବାହାର ଆଧାରରେ ଥିବା ଲିଙ୍କଗୁଡ଼ିକ ଆଧାର ଭାବେ ବ୍ୟବହାର କରାଯାଇପାରିବ ହେଲେ ସେସବୁ ବାହାର ଆଧାର ବିଭାଗରେ ଆବଶ୍ୟକ ନାହିଁ
୩୬ କ ଧାଡ଼ି:
}}
 
'''କଳ୍ପନା ଦାଶ''' (୧୯୬୬–୨୦୧୯୭ ଜୁଲାଇ ୧୯୬୬ – ୨୩ ମଇ ୨୦୧୯) ହେଉଛନ୍ତିଜଣେ [[ଏଭରେଷ୍ଟଓକିଲ ଶୃଙ୍ଗ]]କୁଓ ପର୍ବତ ଆରୋହଣକାରୀ ଥିଲେ । ଛୁଇଁବାରେସେ ପ୍ରଥମ ଓଡ଼ିଆ, ପ୍ରଥମ ଅସୈନିକଭାରତୀୟ (civilian)ବେସାମରିକ ଓ ସବୁଠାରୁ ବୟସ୍କା ଭାରତୀୟ ମହିଳା (୪୨) [[ଏଭରେଷ୍ଟ ଶୃଙ୍ଗ]] ଆରୋହଣକାରୀ ।<ref name="tribuneindia.com">{{cite web|title=www.tribuneindia.com/2008/20081005/spectrum/main2.htm}}</ref> ସେ ପ୍ରଥମେ ୨୦୦୮ ମସିହା ମଇ ୨୧ ତାରିଖରେ ପ୍ରଥମଥର ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଓ ନେପାଳର ଅଧିବାସୀଙ୍କ ସଙ୍ଗେ ଏକ ପାଞ୍ଚଜଣିଆ ଦଳର ଅଂଶ ଭାବେ ଏଭରେଷ୍ଟ ଆରୋହଣ କରିଥିଲେ ।
 
ସେ ୨୦୦୪ ଓ ୨୦୦୬ ମସିହାରେ ପ୍ରଥମେ ଦୁଇଥର ଏଭରେଷ୍ଟ ଆରୋହଣ କରିବାକୁ ଚେଷ୍ଟାକରି ପାଣିପାଗ ଓ ସ୍ୱାସ୍ଥାବସ୍ଥା କାରଣରୁ ବିଫଳ ହୋଇଥିଲେ ।
କଳ୍ପନା ୭ ଜୁଲାଇ ୧୯୬୬ରେ ଢେଙ୍କାନାଳର ସରିଆପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୩ରେ ବଳରାମପୁର ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିବାପରେ ସେ ୧୯୮୮ରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୯୧ରେ ଢେଙ୍କାନାଳ ଆଇନ ବିଦ୍ୟାଳୟରୁ ଆଇନରେ ସ୍ନାତକ (ଏଲ.ଏଲ.ବି) ଶିକ୍ଷା ସମାପ୍ତ କରିଥିଲେ । ଏଭରେଷ୍ଟ ଶିଖରରେ ଶେଷଥର ପାଇଁ ୨୩ ମଇ ୨୦୧୯ରେ ପହଞ୍ଚି ନିଜ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।
 
ଦାଶ ଶେଷଥର ପାଇଁ ଏଭରେଷ୍ଟ ଶିଖରରେ ୨୦୧୯ ମସିହାରେ ମଇ ୨୩ ତାରିଖରେ ଆରୋହଣ କରିବାରେ ସଫଳ ହୋଇଥିଲେ ହେଁ ଫେରିବା ସମୟରେ ଅସୁସ୍ଥ ହୋଇ ଏଭରେଷ୍ଟ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ ।<ref name="hindu">{{cite news |last1=Reporter |first1=Staff |title=Kalpana Dash, Odisha’s first woman mountaineer, dead |url=https://www.thehindu.com/news/national/other-states/kalpana-dash-odishas-first-woman-mountaineer-dead/article27231811.ece |work=The Hindu |date=24 May 2019 |language=en-IN}}</ref>
 
== ପର୍ବତାରୋହଣ ==
Line ୬୯ ⟶ ୭୧:
 
== ମୃତ୍ୟୁ ==
୨୩ ମଇ ୨୦୧୯ ମସିହା ଦିବା ୧୨ଟା ୫୫ ମିନିଟରେ ସେ ଏଭେରେଷ୍ଟ ଶୃଙ୍ଗର ଶିଖରରେ ପହଞ୍ଚିଥିଲେ ।<ref>{{Cite web|url=http://www.orissapost.com/odisha-mountaineer-kalpana-dash-no-more/|title=Odisha mountaineer Kalpana Dash no more|date=2019-05-23|website=Odisha News, Odisha Latest news, Odisha Daily - OrissaPOST|language=en-US|access-date=2019-05-24}}</ref> ସେଠାରୁ ତଳକୁ ଓଲ୍ହାଇଲାବେଳେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।<ref>{{Cite web|url=http://sambad.in/india-and-beyond/odia-mountaineer-kalpana-dash-dies-at-everest-367249/|title=ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଏଭରେଷ୍ଟରେ ପ୍ରାଣ ହରାଇଲେ|date=2019-05-23|website=Sambad|language=en-US|access-date=2019-05-24}}</ref> ତାଙ୍କ ସହ ନେପାଳର କାଞ୍ଚିମୟ ତାମାଙ୍ଗ ଓ ଚୀନର ଲାଇମୁ ମାଙ୍କ ଏହି ଆରୋହଣରେ ଭାଗନେଇଥିଲେ ।<ref name="hindu"/>
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* http://dhenkanal.nic.in/Mountaineer_Kalpan.htm
* http://www.everestnews.com/everest2008/arun2everest05212008.htm
* http://oriyanari.com/id38.html
* http://www.thaindian.com/newsportal/sports/everest-climber-kalpana-das-gets-warm-welcome-in-orissa_10057894.html
* http://odishanewstoday.com/news/549-govt-apathy-kalpana-dash-resorts-to-begging.html (Govt Apathy: Kalpana Dash resorts to Begging)
 
[[ଶ୍ରେଣୀ:୧୯୬୬ ଜନ୍ମ]]