"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମୃତ୍ୟୁ
୩୬ କ ଧାଡ଼ି:
}}
 
'''କଳ୍ପନା ଦାଶ'''(୧୯୬୬–୨୦୧୯) ହେଉଛନ୍ତି [[ଏଭରେଷ୍ଟ ଶୃଙ୍ଗ]]କୁ ଛୁଇଁବାରେ ପ୍ରଥମ ଓଡ଼ିଆ, ପ୍ରଥମ ଅସୈନିକ (civilian) ଓ ସବୁଠାରୁ ବୟସ୍କା ଭାରତୀୟ ମହିଳା(୪୨)। <ref name="tribuneindia.com">{{cite web|title=www.tribuneindia.com/2008/20081005/spectrum/main2.htm}}</ref>
 
କଳ୍ପନା ୭ ଜୁଲାଇ ୧୯୬୬ରେ ଢେଙ୍କାନାଳର ସରିଆପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୩ରେ ବଳରାମପୁର ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିବାପରେ ସେ ୧୯୮୮ରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୯୧ରେ ଢେଙ୍କାନାଳ ଆଇନ ବିଦ୍ୟାଳୟରୁ ଆଇନରେ ସ୍ନାତକ (ଏଲ.ଏଲ.ବି) ଶିକ୍ଷା ସମାପ୍ତ କରିଥିଲେ । ଏଭରେଷ୍ଟ ଶିଖରରେ ଶେଷଥର ପାଇଁ ୨୩ ମଇ ୨୦୧୯ରେ ପହଞ୍ଚି ନିଜ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।
 
== ପର୍ବତାରୋହଣ ==
Line ୬୬ ⟶ ୬୭:
 
କଳ୍ପନା ଜାନୁୟାରୀ ୧୬, ୨୦୧୫ରେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଅକୋନକାଗୁଆ‍‍(Aconcagua) ଛୁଇଁଥିଲେ | ଅକୋନକାଗୁଆ, ଆର୍ଜେଣ୍ଟିନାର ଆଣ୍ଡେସ୍ ପର୍ବତମାଳାରେ ଅବସ୍ଥିତ | ଏହାର ଉଚ୍ଚତା ୬୯୬୦.୮ମିଟର | ମାଉଣ୍ଟ ଅକୋନକାଗୁଆ‍‍ ଅଭିଯାନରେ ଥିବା ୧୩ ଜଣ ପର୍ବତାରୋହୀଙ୍କ ମଧ୍ୟରେ କଳ୍ପନା ଏକ ମାତ୍ର ମହିଳା ପର୍ବତାରୋହୀ ଥିଲେ | ଜାନୁୟାରୀ ୪, ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ‍‍ ଚଢିବାର ନିଜ ଅଭିଯାନ ଆରମ୍ଭ କରିଥିଲେ | ୧୨ ଦିନର ଅଭିଯାନ ପରେ ୧୬ ଜାନୁୟାରୀ ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ‍‍ ଶୃଙ୍ଗ ଛୁଇଁଥିଲେ | <ref>http://odishasuntimes.com/2015/01/26/odisha-mountaineer-kalpana-dash-scales-mt-aconcagua/</ref>
 
== ମୃତ୍ୟୁ ==
୨୩ ମଇ ୨୦୧୯ ମସିହା ଦିବା ୧୨ଟା ୫୫ ମିନିଟରେ ସେ ଏଭେରେଷ୍ଟ ଶୃଙ୍ଗର ଶିଖରରେ ପହଞ୍ଚିଥିଲେ ।<ref>{{Cite web|url=http://www.orissapost.com/odisha-mountaineer-kalpana-dash-no-more/|title=Odisha mountaineer Kalpana Dash no more|date=2019-05-23|website=Odisha News, Odisha Latest news, Odisha Daily - OrissaPOST|language=en-US|access-date=2019-05-24}}</ref> ସେଠାରୁ ତଳକୁ ଓଲ୍ହାଇଲାବେଳେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।<ref>{{Cite web|url=http://sambad.in/india-and-beyond/odia-mountaineer-kalpana-dash-dies-at-everest-367249/|title=ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଏଭରେଷ୍ଟରେ ପ୍ରାଣ ହରାଇଲେ|date=2019-05-23|website=Sambad|language=en-US|access-date=2019-05-24}}</ref>
 
== ଆଧାର ==
{{ଆଧାର}}