"ତୁଷାର କପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୦ କ ଧାଡ଼ି:
 
=== ଅଭିନତା ଜୀବନ ===
ଅଭିନେତା ଭାବେ ନିଜକୁ ଉପସ୍ଥାପନା କରିବା ପୂର୍ବରୁ ସେ ଡେଭିଡ ଧାବନଙ୍କ ପାଖରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ସେ ଅଭିନୟ କ୍ଷେତ୍ରରେ ତାଲିମ ମଧ୍ୟ ନେଇଥିଲେ । ତୁଷାର କପୁର ୨୦୦୧ ମସିହାରେ "ମୁଝେ କୁଛ୍ କେହେନା ହୈ" ହିନ୍ଦୀ କଥାଚିତ୍ର ଜରିଆରେ ନିଜର ଅଭିନେତା ଜୀବନ ଆରମ୍ଭ କରିଥିଲେ । ଉକ୍ତ କଥାଚିତ୍ରରେ ସେ ନବାଗତ ଶ୍ରେଷ୍ଠ ଅଭିନେତା (ପୁରୁଷ) ଶ୍ରେଣୀରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ଏହା ପରବର୍ତ୍ତୀ କଥାଚିତ୍ର ଥିଲା କ୍ୟା ଦିଲ୍ ନେ କହା ଯେଉଁଥିରେ ସେ ଇଷା ଦେଓଲଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଯାହାକି ତେଲୁଗୁ କଥାଚିତ୍ରର ରିମେକ୍ ଥିଲା, ସେହି ଦୁଇ ଚିତ୍ର ଯଥା ଜୀନା ସିର୍ଫ୍ ମେରେ ଲିୟେ (୨୦୦୨) ଓ ୟେ ଦିଲ୍ (୨୦୦୩) ନିଜ ଅଭିନୟ ଦକ୍ଷତା ପ୍ରତିପାଦନ କରିଥିଲେ ।
 
== ପ୍ରମୁଖ ଚଳଚ୍ଚିତ୍ର ==