"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ସାଧାରଣ ବନାନ ସୁଧାର
ଟିକେ (ସାଧାରଣ ବନାନ ସୁଧାର)
 
 
==ଜୀବନୀ==
ବସନ୍ତ ମଞ୍ଜରୀ , ୧୯୦୦ ମସିହାରେ ନୀଳଗିରିର ରାଜା ''ଶ୍ୟାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ'' କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ''ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ'' ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।<ref>{{cite news |title=ଭୋଟ ପେଡ଼ିର ପୁରୁଣା କଥା |url=http://sambadepaper.com/Details.aspx?id=602903&boxid=23419335 |accessdate=30 April 2019 |issue=ସମ୍ବାଦ ୩୦/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ଇଷ୍ଟର୍ଣ୍ଣ ମିଡ଼ିଆ}}</ref> ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ [[ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ରଣପୁରରୁ]] ଲଢି ବିଧାନସଭାକୁବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ବିଧାନସଭାକୁବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref>
 
==ଆଧାର==
୩୭,୫୪୦

ଗୋଟି ସମ୍ପାଦନା