"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇତିହାସ+
ଟିକେNo edit summary
୨ କ ଧାଡ଼ି:
|title = ଓଡ଼ିଶୀ
|image = Odissi dancer.jpg
|imagesize = 200px
|alt = ଓଡ଼ିଶୀ
|caption = ଓଡ଼ିଶୀ
୨୪ କ ଧାଡ଼ି:
ଖ୍ରିଷ୍ଟପୁର୍ବ ୨କ ଶତାବ୍ଦୀରେ ତିଆରି [[ଭୁବନେଶ୍ୱର]]ରେ ଥିବା [[ଖଣ୍ଡଗିରି]] ଓ [[ଉଦୟଗିରି]] ସେତେବେଳର ସମ୍ରାଟ [[ଖାରବେଳ]]ଙ୍କ ଦ୍ଵାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । [[କୋଣାର୍କ]] ଓ [[ବ୍ରହ୍ମେଶ୍ଵର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତକ ଓ ନର୍ତକି ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref>
 
ଷଷ୍ଠ-ନବମ ଶତାବ୍ଦିରେ ତିଆରି ହୋଇଥିବା ବୌଧବୌଦ୍ଧ କୀର୍ତ୍ତି, [[ଯାଜପୁର]]ର [[ରତନଗିରିରତ୍ନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ ।
 
ହିରାପୁରର [[ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିର ମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଜ୍ୟ କରେ ।
୩୨ କ ଧାଡ଼ି:
[[File:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା]]
 
==ଦ୍ରଷ୍ଟବ୍ୟ==
==ଇତିହାସ==
{{Reflist}}
 
==ବାହାର ଲିଁକ==
*[http://www.dmoz.org/Arts/Performing_Arts/Dance/Classical_Indian/Odissi/ ଓଡ଼ିଶୀ] ଖୋଲା ଡାଇରେକ୍ଟୋରି
*[http://www.narthaki.com ଭାରତୀୟ ଶାସ୍ତ୍ରିୟଶାସ୍ତ୍ରୀୟ ପୋଟାଲ]
*[http://www.olywa.net/ratna-david/home.htm ମାହାରି ଓ ଗୋଟିପୁଅ ଚଳଣି]
*[http://orissagov.nic.in/e-magazine/Orissareview/2008/May-2008/engpdf/The_Story17-19.pdf ଓଡ଼ିଶୀର ଇତିହାସ]
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି