"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ moved ଓଡ଼ିଶି to ଓଡ଼ିଶୀ over redirect: Popular name redirect
No edit summary
୨ କ ଧାଡ଼ି:
[[File:Odissi dancer.jpg|thumb|୫୦୦px|right||ଓଡ଼ିଶୀ ନାଚ]]
 
<big>'''<big>ଓଡ଼ିଶୀ</big>'''<big> [[ଭାରତ]]ର ଆଠଟି [[ଶାସ୍ତ୍ରିୟ ନାଚ]] ଭିତରୁ ଗୋଟିଏ । ଏହା [[ଓଡ଼ିଶା]]ରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜିବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।</big> <ref>http://www.dancesofindia.co.in/classic-dances-india/odissi.html</ref><ref>http://odissi.itgo.com/</ref><big> [[ନାଟ୍ୟ ଶାସ୍ତ୍ର]], ଭାରତୀୟ ନୃତ୍ୟକଳାର ପୋଥି ଏହାକୁ ''ଓଡ୍ର-ମାଗଧି'' ବୋଲି କହେ ପ୍ରଥମ ଖ୍ରିଷ୍ଟପୂର୍ବ ବେଳକୁ [[ଭୁବନେଶ୍ୱର]] ର [[ଖଣ୍ଡଗିରି]] ଓ [[ଉଦୟଗିରି]] ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳା ପରିଣତ ହୋଇସାରିଥିଲା ଯାହା ତାର ପୁରୁଣାପଣକୁ ପ୍ରମାଣିତ କରେ । ପରାଧିନ ଭାରତରେ ଫିରିଁଗି ମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧିନତା ପରେ ଓଡ଼ିଶୀ ପୁଣି ତାର ଆଗର ଗଉରବ ଫେରିପାଇଥିଲା ।</big>
 
<big>ଏହାର ''[[ତ୍ରିଭଙ୍ଗୀ ଠାଣି|ତ୍ରିଭଙ୍ଗୀ ଠାଣି]]'' ବା ଦେହର ତିନୋଟି ଅଙ୍ଗ, ମୁଣ୍ଡ, ଛାତି ଓ ଅଣ୍ଟାର ସ୍ଵାଧିନ ଗତି ଏହାକୁ ବାକି ବାକି ଭାରତୀୟ ନାଚ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି</big> ।<ref><big>[http://chandrakantha.com/articles/indian_music/nritya/odissi.html ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା]</ref><ref name="hi">{{cite book|last=ସେହେଗାଲ|first=ସୁନିଳ |title=ହିନ୍ଦୁଧର୍ମର ଭାଷାକୋଷ: (H - Q).|url=http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false|year=1999|publisher=Sarup & Sons|isbn=8176250643|page=868}}</ref> ଆଉ ମୌଳିକ ଚଉକୋଣ ନାଚକୁ ''ଚଉକା'' କୁହାଯାଏ ।</big>
 
===ଆରମ୍ଭ ଓ ଇତିହାସ===
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି