"ସ୍ପେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩ କ ଧାଡ଼ି:
[[ଫାଇଲ:EU-Spain.svg|thumb|ସ୍ପେନ ଅବସ୍ଥିତି]]
 
'''ସ୍ପେନ, '''(ଅଧିକାରିକ ଭାବେ ସ୍ପେନର ରାଜତନ୍ତ୍ର) ମୁଖ୍ୟତଃ ଦକ୍ଷିଣ-ପୂର୍ବ [[ଇଉରୋପ]]ରେ ଥିବା ଏକ ଦେଶ। ଏହା ପ୍ରୟାତଃ ଇବେରିୟ ପ୍ରାୟଦ୍ଵୀପ ରେ ଅବସ୍ଥିତ ଏବଂ ଏହାର ଦୁଇଟି ଆଫ୍ରିକୀୟ ପରୀକ୍ଷେତ୍ର ଅଛି (ଯଥା କେଉଟା ଏବଂ ମେଇଆ). ଏହାର ଏକ ଦ୍ଵୀପକୁଞ୍ଜ (କନାରୀ ଦ୍ବୀପ) ଆଫ୍ରିକୀୟ ତଟଠାରୁ  ୧୦୦ କିମି ଦୂରତାରେ ଅବସ୍ଥିତ ଏବଂ ଅନ୍ୟ ଏକ ଦ୍ଵୀପକୁଞ୍ଜ(ବାଲେଆରିକ ଦ୍ବୀପ) ମଧ୍ୟ ସାଗରରେ ଅବସ୍ଥିତ | ଏହା ହେଉଛି ଏକ ମାତ୍ର ଇଉରୋପୀୟ ଦେଶ ଯିଏ ଆଫ୍ରିକା ସହିତ ଏକ ଭୌତିକ ସୀମା ଭାଗ କରେ | ଅଲବୋରାନ ସାଗରରେ ଅବସ୍ଥିତ ଅନେକ ଦ୍ବୀପ ମଧ୍ୟ ଏହି ଦେଶର ଅଂଶ ଅଟନ୍ତି | ସ୍ପେନର ମୁଖ୍ୟଭୂମି ଉତ୍ତରରେ ଫ୍ରାନ୍ସ , ପଶ୍ଚିମରେ ପର୍ତ୍ତୁଗାଲ ଏବଂ ଦକ୍ଷିଣରେ ଇଂଲଣ୍ଡ ସହିତ ଭୌତିକ ସୀମା ଭାଗ କରେ | ଏହା ଦକ୍ଷିଣ ଏବଂ ପୂର୍ବରେ ଭୂମଧ୍ୟ ସାଗର ଦ୍ୱାରା ଘେରି ହୋଇ ଅଛି କେବଳ ଗୋଟେ ଛୋଟ ଭୂମି ସୀମାକୁ ଛାଡି଼ଦେଲେ(ଜିବ୍ରାଲଟାର) ଯାହାକି ଏକ ଇଂରେଜ କ୍ଷେତ୍ର ଅଟେ |
'''ସ୍ପେନ ''' ଦକ୍ଷିଣ-ପୂର୍ବ [[ଇଉରୋପ]]ରେ ଥିବା ଏକ ଦେଶ।
 
 
୫,୦୫,୯୯୦ କିମି<sup>୨</sup> ର ଭୌତିକ କ୍ଷେତ୍ର ସହିତ ସ୍ପେନ ପଶ୍ଚିମ ଇଉରୋପର ଦ୍ଵିତୀୟ ସର୍ବବୃହତ, ଦକ୍ଷିଣ ଇଉରୋପ ଏବଂ ଇଉରୋପୀୟ ସଂଘର ର ସର୍ବବୃହତ ଏବଂ ଇଉରୋପୀୟ ମହାଦ୍ଵୀପର କ୍ଷେତ୍ର ଅନୁଯାୟୀ ସର୍ବବୃହତ ଦେଶ ଅଟେ | ଜନସଂଖ୍ୟା ଅନୁଯାୟୀ ଏହା ଇଉରୋପର ଷଷ୍ଠ ଏବଂ ଇଉରୋପୀୟ ସଂଘର ପଞ୍ଚମ ସର୍ବବୃହତ ଦେଶ ଅଟେ |
 
== ଇତିହାସ ==
== ଭୂଗୋଳ ==
"https://or.wikipedia.org/wiki/ସ୍ପେନ"ରୁ ଅଣାଯାଇଅଛି