"ଭୀମ ଭୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ 2409:4062:2104:EA6D:7675:BCB6:65B3:F925 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanabotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୨୭ କ ଧାଡ଼ି:
[[ଫାଇଲ:Bhima Bhoi Odia poet.jpg|thumb|left|ଭୀମ ଭୋଇ ।]]
[[File:Bhima Bhoi memorial, Khaliapali temple.jpg|thumb|ଭୀମ ଭୋଇଙ୍କ ସମାଧୀ ପୀଠ, ଖଲିଆପାଲି, [[ସୋନପୁର|ସୁବର୍ଣ୍ଣପୁର]]]]
ଭୀମ ଭୋଇ କନ୍ଧ ସମ୍ପ୍ରଦାୟର ଏକ ପରିବାରରେ [[ଓଡ଼ିଶା]]ର [[ସୁବର୍ଣ୍ଣପୁର ଜିଲ୍ଲା]]ର [[ସୁବଳୟା]]ରେ (ଆଗରୁ [[ରେଢ଼ାଖୋଲ]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]]) ଜନ୍ମଗ୍ରହଣ କରିଥିଲେ । ସେବସନ୍ତ ଜନ୍ମରୋଗରେ ରୁପୀଡିତହୋଇ ଅନ୍ଧ ଥିଲେ ।ଏ ସମ୍ପର୍କରେ ଓଡ଼ିଆ କବି (ଅଚ୍ୟୁତାନନ୍ଦ ଦାସ)ସେ ତାଙ୍କବାଲ୍ୟାବସ୍ଥାରେ ଭବିଷ୍ୟତନିଜର ବାଣୀଦୃଷ୍ଟିଶକ୍ତି ଦେଇହରାଇଥିଲେ ଛନ୍ତି ।ସମ୍ପୂର୍ଣ୍ଣସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ୱତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କଦ୍ୱାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା । ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରି ନିକଟ ଭବିଷ୍ୟତରେ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ସତ୍ୟନିଷ୍ଠ ସମାଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲିଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ ।
{{Rquote|right|ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।</br>ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ|ସନ୍ଥକବି ଭୀମଭୋଇ|ବାଣୀ}}
{{wikisource author|ଭୀମ ଏଥିରେଭୋଇଭୋଇ}} ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ ନମାମି
 
== ଟୀକା ==
{{ଆଧାର}}
{{ଆଧାର}} ଭୀମ ଭୋଇ ଆଜିବନୁ ଅନ୍ଧ ଥିଲେ। ମହିମା ସ୍ବାମୀ ଙ୍କ ଦ୍ଵାରା ଚକ୍ଷୁ ପାଇଥିଲେ। ସେ କହିଥିଲେ ଏପାପି ସଂସାର ଦେଖିବି ନାହିଁ ଏନେତ୍ରରେ ଗୁରୁ ଶିଷ୍ୟଙ୍କୁ ଦର୍ଶନ କଲି। ଏପାପି ସଂସାର କୁଆଉ ଦେଖିବି କାହିଁକି ପୂର୍ବ ଭଲି ବାହ୍ୟ ଚକ୍ଷୁ ଅଦୃଶ୍ୟ ହେଉ
 
== ଅଧିକ ପଠନ ==
"https://or.wikipedia.org/wiki/ଭୀମ_ଭୋଇ"ରୁ ଅଣାଯାଇଅଛି