"ଜ୍ୟୋତି ପ୍ରକାଶ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ ଓ ଆଧାର
୩୩ କ ଧାଡ଼ି:
'''ଜ୍ୟୋତି ପ୍ରକାଶ ପାଣିଗ୍ରାହୀ''' ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ସେ [[ଓଡ଼ିଶା]] ରଜନୀତିରେ [[ବିଜୁ ଜନତା ଦଳ]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୧୫ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Jyoti Prakash Panigrahi">{{cite web|url=http://odishaassembly.nic.in/memberprofile.aspx?img=1378|title=Shri Jyoti Prakash Panigrahi |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=30 April 2019}}</ref>
 
== ପରିବାର ଓ ଶିକ୍ଷା ==
ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବାପା [[ପର୍ଶୁରାମ ପାଣିଗ୍ରାହୀ]], ଯିଏକି ପୂର୍ବରୁ ଜଣେ ବିଧାନ ଭାବରେ [[୮ମ ଓଡ଼ିଶା ବିଧାନ ସଭା|୮ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]], [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]] ଓ [[୧୪ଶ ଓଡ଼ିଶା ବିଧାନ ସଭା]]<nowiki/>ରେ କାର୍ଯ୍ୟ କରିଥିଲେ ।<ref>{{Cite web|url=http://www.odishahelpline.com/Profile-of-Jyoti-Prakash-Panigrahi-of-SIMULIA-constituency-1378.html|title=MLA Jyoti Prakash Panigrahi Profile {{!}} SIMULIA Constituency|website=www.odishahelpline.com|access-date=2019-05-01}}</ref> ଜ୍ୟୋତି ପ୍ରକାଶଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକୋତ୍ତର ।<ref>{{Cite web|url=http://naveenpatnaik.com/MLA-Jyoti-Prakash-Panigrahi-of-SIMULIA-constituency-1378.html|title=MLA Jyoti Prakash Panigrahi Profile {{!}} SIMULIA Constituency|website=naveenpatnaik.com|access-date=2019-05-01}}</ref>
 
== ରାଜନୈତିକ ଜୀବନ ==
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
 
୨୦୧୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ ।<ref>{{cite web|url=http://eciresults.nic.in/AC/ConstituencywiseS1842.htm?ac=42|title=Odisha - Simulia|publisher=Election Commission of India|accessdate=29 May 2014}}</ref><ref>{{cite web|url=http://www.empoweringindia.org/new/constituency.aspx?eid=998&cid=42|title=Orissa Assembly Election 2014, Constituency: Simulia (42)|publisher=EmpoweringIndia.org|accessdate=29 May 2014}}</ref> ଏହି ନିର୍ବାଚନରେ ସେ ସମୁଦାୟ ୬୫,୮୫୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ [[୧୫ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{Cite journal|last=Johnston|first=Ron|last2=Forrest|first2=James|date=2000-03|title=Constituency election campaigning under the alternative vote: the New South Wales Legislative Assembly election 1995|url=http://dx.doi.org/10.1111/j.1475-4762.2000.tb00120.x|journal=Area|volume=32|issue=1|pages=107–117|doi=10.1111/j.1475-4762.2000.tb00120.x|issn=0004-0894}}</ref> ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
 
== ଆଧାର ==