"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ଓଡ଼ିଆ ମହିଳା ରାଜନୀତିଜ୍ଞ using HotCat |
Hellohappy (ଆଲୋଚନା | ଅବଦାନ) ଜୀବନୀ |
||
୧୮ କ ଧାଡ଼ି:
| religion = [[ହିନ୍ଦୁ]]
| spouse = [[ଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର]] (ବି: ୧୯୨୮)
| children = ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ
| website =
| footnotes =
୨୬ କ ଧାଡ଼ି:
|nationality=ଭାରତୀୟ}}
ବସନ୍ତ ମଞ୍ଜରୀ ଦେବୀ, ଥିଲେ [[ଓଡ଼ିଶା]]ର ପ୍ରଥମ ମହିଳା ମନ୍ତ୍ରୀ ।<ref>[http://members.iinet.net.au/~royalty/ips/r/ranpur.html], RANPUR (Princely State)</ref> ୧୯୫୨ ମସିହାରେ [[ନବକୃଷ୍ଣ ଚୌଧୁରୀ]]ଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସେ ସ୍ୱାସ୍ଥବିଭାଗର ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।<ref>[http://members.iinet.net.au/~royalty/ips/r/ranpur.html], RANPUR (Princely State)</ref> ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟ କରିଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref>▼
==ଜୀବନୀ==
▲ବସନ୍ତ ମଞ୍ଜରୀ
==ଆଧାର==
|