"ଗୋପୀନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୪ କ ଧାଡ଼ି:
 
== ଜନ୍ମ, ଶିକ୍ଷା ଓ ପରିବାର ==
 
ଗୋପୀନାଥ ଦାସ ୧୯୧୫ ମସିହାର ଜାନୁଆରୀ ମାସ ୧୭ ତାରିଖରେ [[ବାଲେଶ୍ୱର ଜିଲ୍ଲା]]<nowiki/>ରେ ଜନ୍ମଗ୍ରହଣ କରିଥିଲେ ।<ref name="Gopinath">{{cite web |title=MLA Gopinath Das Profile {{!}} SIMULIA Constituency |url=http://naveenpatnaik.com/MLA-Gopinath-Das-of-SIMULIA-constituency-662.html |website=naveenpatnaik.com |accessdate=28 April 2019}}</ref> ତାଙ୍କ ବାପାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର ଦାସ ।<ref name="Gopinatha" /> ଗୋପୀନାଥଙ୍କର ଶିକ୍ଷାଗତ ଯୋତ୍ୟତା ଥିଲା ମାଟ୍ରିକ ।<ref name="Gopinath Das" /> ସେ ଚନ୍ଦ୍ରମଣି ବିବିଙ୍କୁ ବିବାହ କରିଥିଲେ ।<ref name="Gopinath" /> ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ୨ ଝିଅ ଥିଲେ ।<ref name="Gopinath Das" />
 
== ରାଜନୈତିକ ଜୀବନ ==
ଗୋପୀନାଥ ଦାସ ପ୍ରଥମେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।<ref name="Gopinatha">{{cite web |title=MLA Gopinath Das Profile {{!}} SIMULIA Constituency |url=http://www.odishahelpline.com/Profile-of-Gopinath-Das-of-SIMULIA-constituency-662.html |website=www.odishahelpline.com |accessdate=28 April 2019}}</ref> ୧୯୫୦ ମସିହାରୁ ୧୯୫୬ ମସିହାଯାଏଁ ସେ ଜଣେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ ।<ref name="Gopinath Das" /> ଏହାପରେ ୧୯୫୮ ମସିହାରେ ସେ ବଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୬୦ ମସିହାଯାଏଁ ସେ ଏହି ପଦବୀରେ ଥିଲା ।
 
୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଜନତା ପାର୍ଟି]]<nowiki/>ର ପ୍ରାର୍ଥୀ ଭାବରେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୭ମ ଓଡ଼ିଶ ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Gopinath Das" /> ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
 
== ମୃତ୍ୟୁ ==
ଗୋପୀନାଥ ଦାସ ୧୯୯୪ ମସିହାର ସେପ୍ଟେମ୍ବର ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref name="Gopinath Das" /> ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୧୬ ସେପ୍ଟେମ୍ବର ୧୯୯୪ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।<ref name="Gopinath" />