"ଡେକ୍ସଲାନ୍ସୋପ୍ରାଜୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେNo edit summary
୫୭ କ ଧାଡ଼ି:
 
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଡେକ୍ସଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ [[ତରଳ ଝାଡ଼ା]], ଉଦର ଯନ୍ତ୍ରଣା ଓ ଅଇ ହୋଇପାରେ ।<ref name=AHFS2019/> ପାର୍ଶ୍ୱ ପ୍ରତିକ୍ରିୟପ୍ରତିକ୍ରିୟା ସାଂଘାତିକ ହେଲେ [[ଓଷ୍ଟିଓପୋରୋସିସ]], [[ଅଳ୍ପ ରକ୍ତ ମାଗନେସିଅମ]] ([[:en:low blood magnesium|low blood magnesium]]), [[କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ]] ([[:en:Clostridium difficile infection|''Clostridium difficile'' infection]]), [[ଆନାଫାଇଲାକ୍ସିସ]] ଓ [[ନିମୋନିଆ]] ଆଦି ରୋଗ ହୋଇପାରେ ।<ref name=AHFS2019/> [[ଗର୍ଭାବସ୍ଥା]] ଓ [[ସ୍ତନ୍ୟପାନ]] ସମୟରେ ଏହାର ନିରାପତ୍ତା ସନେହ ଜନ‌କ ।<ref name=Preg2019>{{cite web |title=Dexlansoprazole Use During Pregnancy|url=https://www.drugs.com/pregnancy/dexlansoprazole.html |website=Drugs.com |accessdate=3 March 2019 |language=en}}</ref> ପାକସ୍ଥଳୀର ପାରାଏଟାଲ ଜୀବକୋଷରେ ([[:en:parietal cell|parietal cell]]) ଥିବା [[ହାଇଡ୍ରୋଜେନ ପୋଟାସିଅମ ଏଟିପେଜ]]କୁ ([[:en:Hydrogen potassium ATPase|H<sup>+</sup>/K<sup>+</sup>-ATPase]]) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।<ref name=AHFS2019>{{cite web |title=Dexlansoprazole Monograph for Professionals |url=https://www.drugs.com/monograph/dexlansoprazole.html |website=Drugs.com |publisher=American Society of Health-System Pharmacists |accessdate=3 March 2019 |language=en}}</ref>
 
<!-- ସମାଜ ଓ ସଂସ୍କୃତି -->