"ଗୋପୀନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ
ଟିକେNo edit summary
୩୨ କ ଧାଡ଼ି:
 
'''ଗୋପୀନାଥ ଦାସ''' (୧୭ ଜାନୁଆରୀ ୧୯୧୫ - ୧ ସେପ୍ଟେମ୍ବର ୧୯୯୪) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା]] ରଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]] ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Gopinath Das">{{cite web|url=http://odishaassembly.nic.in/memberprofile.aspx?img=662|title=Late Gopinath Das |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=28 April 2019}}</ref>
 
 
== ଜନ୍ମ, ଶିକ୍ଷା ଓ ପରିବାର ==
ଗୋପୀନାଥ ଦାସ ୧୯୧୫ ମସିହାର ଜାନୁଆରୀ ମାସ ୧୭ ତାରିଖରେ [[ବାଲେଶ୍ୱର ଜିଲ୍ଲା]]<nowiki/>ରେ ଜନ୍ମଗ୍ରହଣ କରିଥିଲେ ।<ref name="Gopinath">{{cite web |title=MLA Gopinath Das Profile {{!}} SIMULIA Constituency |url=http://naveenpatnaik.com/MLA-Gopinath-Das-of-SIMULIA-constituency-662.html |website=naveenpatnaik.com |accessdate=28 April 2019}}</ref> ତାଙ୍କ ବାପାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର ଦାସ । ଗୋପୀନାଥଙ୍କର ଶିକ୍ଷାଗତ ଯୋତ୍ୟତା ଥିଲା ମାଟ୍ରିକ । ସେ ଚନ୍ଦ୍ରମଣି ବିବିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ୨ ଝିଅ ଥିଲେ ।
 
== ରାଜନୈତିକ ଜୀବନ ==
ଗୋପୀନାଥ ଦାସ ପ୍ରଥମେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।<ref name="Gopinatha">{{cite web |title=MLA Gopinath Das Profile {{!}} SIMULIA Constituency |url=http://www.odishahelpline.com/Profile-of-Gopinath-Das-of-SIMULIA-constituency-662.html |website=www.odishahelpline.com |accessdate=28 April 2019}}</ref> ୧୯୫୦ ମସିହାରୁ ୧୯୫୬ ମସିହାଯାଏଁ ସେ ଜଣେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୧୯୫୮ ମସିହାରେ ସେ ବଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୬୦ ମସିହାଯାଏଁ ସେ ଏହି ପଦବୀରେ ଥିଲା ।
 
୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଜନତା ପାର୍ଟି]]<nowiki/>ର ପ୍ରାର୍ଥୀ ଭାବରେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୭ମ ଓଡ଼ିଶ ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।