"ଡେକ୍ସଲାନ୍ସୋପ୍ରାଜୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୫୮ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଡେକ୍ସଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ [[ତରଳ ଝାଡ଼ା]], ଉଦର ଯନ୍ତ୍ରଣା ଓ ଅଇ ହୋଇପାରେ ।<ref name=AHFS2019/> ପାର୍ଶ୍ୱ ପ୍ରତିକ୍ରିୟ ସାଂଘାତିକ ହେଲେ [[ଓଷ୍ଟିଓପୋରୋସିସ]], [[ଅଳ୍ପ ରକ୍ତ ମାଗନେସିଅମ]] ([[:en:low blood magnesium|low blood magnesium]]), [[କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ]] ([[:en:Clostridium difficile infection|''Clostridium difficile'' infection]]), [[ଆନାଫାଇଲାକ୍ସିସ]] ଓ [[ନିମୋନିଆ]] ଆଦି ରୋଗ ହୋଇପାରେ ।<ref name=AHFS2019/> [[ଗର୍ଭାବସ୍ଥା]] ଓ [[ସ୍ତନ୍ୟପାନ]] ସମୟରେ ଏହାର ନିରାପତ୍ତା ସନେହ ଜନ‌କ ।<ref name=Preg2019>{{cite web |title=Dexlansoprazole Use During Pregnancy|url=https://www.drugs.com/pregnancy/dexlansoprazole.html |website=Drugs.com |accessdate=3 March 2019 |language=en}}</ref> ପାକସ୍ଥଳୀର ପାରାଏଟାଲ ଜୀବକୋଷରେ ([[:en:parietal cell|parietal cell]]) ଥିବା [[ହାଇଡ୍ରୋଜେନ ପୋଟାସିଅମ ଏଟିପେଜ]]କୁ ([[:en:Hydrogen potassium ATPase|H<sup>+</sup>/K<sup>+</sup>-ATPase]]) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।<ref name=AHFS2019>{{cite web |title=Dexlansoprazole Monograph for Professionals |url=https://www.drugs.com/monograph/dexlansoprazole.html |website=Drugs.com |publisher=American Society of Health-System Pharmacists |accessdate=3 March 2019 |language=en}}</ref>
 
{{^|
<!-- Societyସମାଜ and cultureସଂସ୍କୃତି -->
Dexlansoprazoleସନ was୨୦୦୯ରେ approvedଡେକ୍ସଲାନ୍ସୋପ୍ରାଜୋଲ forଡାକ୍ତରୀ medicalବ୍ୟବ‌ହାର useନିମନ୍ତେ inଯୁକ୍ତରାଷ୍ଟ୍ର theଆମେରିକାରେ Unitedସ୍ୱୀକୃତ Statesହୋଇଥିଲା in 2009.<ref name=AHFS2019/> In theଯୁକ୍ତରାଷ୍ଟ୍ର Unitedଆମେରିକାରେ Statesଏହି theଔଷଧ wholesaleବାବଦ costଏକ forମାସରେ aପ୍ରାୟ month୨୭୦ isଆମେରିକୀୟ aboutଡଲାର 270ଖର୍ଚ୍ଚ USD.ହୁଏ ।<ref name=NADAC2019>{{cite web |title=NADAC as of 2019-02-27 |url=https://data.medicaid.gov/Drug-Pricing-and-Payment/NADAC-as-of-2019-02-27/s7c9-pfa6 |website=Centers for Medicare and Medicaid Services |accessdate=3 March 2019 |language=en}}</ref> Inସନ Canada୨୦୧୬ରେ thisକାନାଡ଼ାରେ amountଏହି costsଔଷଧ aboutବାବଦ 71ଏକ ମାସରେ ପ୍ରାୟ ୭୧.50୫୦ CAD inକାନାଡ଼ିଆନ 2016ଡଲାର makingଖର୍ଚ୍ଚ itହେଉଥିଲା the mostଏହା expensiveସବୁଠାରୁ PPIଦାମିକା avaliableପ୍ରୋଟିନ atପମ୍ପ theଇନହିବିଟର time.ଥିଲା ।<ref name=TI2016/> Inସନ 2016୨୦୧୬ରେ itଏହାର was theନିୟୁତରୁ 190thଅଧିକ mostପ୍ରେସକ୍ରିପସନ prescribedହୋଇ medicationସର୍ବାଧିକ inପ୍ରେସକ୍ରିସନ theତାଲିକାର United୧୯୦ତମ Statesସ୍ଥାନରେ withଥଲା more than 3 million prescriptions.<ref>{{cite web |title=The Top 300 of 2019 |url=https://clincalc.com/DrugStats/Top300Drugs.aspx |website=clincalc.com |accessdate=22 December 2018}}</ref>
 
}}
==ଆଧାର==
{{ଆଧାର}}