"ଶୈଳେନ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ
୩୪ କ ଧାଡ଼ି:
 
== ଜନ୍ମ, ଶିକ୍ଷା ଓ ପରିବାର ==
ଶୈଳେନ ମହାପାତ୍ର ୧୯୨୩ ମସିହାର ମଇ ମାସ ୨୦ ତାରିଖରେ [[ବାଲେଶ୍ୱର ଜିଲ୍ଲା]]<nowiki/>ରେ ଜନ୍ମଗ୍ରହଣ କରିଥିଲେ ।<ref name=":0">{{Cite web|url=http://naveenpatnaik.com/MLA-Sailen-Mohapatra-of-SIMULIA-constituency-684.html|title=MLA Sailen Mohapatra Profile {{!}} SIMULIA Constituency|website=naveenpatnaik.com|access-date=2019-04-25}}</ref> ତାଙ୍କ ବାପାଙ୍କ ନାମ ଥିଲା ଜଗମୋହନ ମହାପାତ୍ର । ଶୈଳେନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।<ref name="Sailen Mohapatra" /> ସେ ସୁରମା ମହାପାତ୍ରଙ୍କୁ ବିବାହ କରିଥିଲେ ।<ref name=":0" /> ଏହି ଦମ୍ପତ୍ତିଙ୍କର ୪ଜଣ ପୁଅ ଓ ୩ଜଣ ଝିଅ ଥିଲେ ।
 
 
== ରାଜନୈତିକ ଜୀବନ ==
ଶୈଳେନ ଛାତ୍ର ଜୀବନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ ।<ref name="Sailen Mohapatra" /> ୧୯୪୨ ମସିହାର [[ଭାରତ ଛାଡ଼ ଆନ୍ଦୋଳନ]] ସମୟରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିଲା ।<ref name="Sailen Mohapatra" /> ସ୍ୱାଧୀନତା ପରେ ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।<ref name="Sailen Mohapatra" />
 
 
 
୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଶୈଳେନ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନରେ ଲଢ଼ିଥିଲେ । ଏହିଏବଂ ନିର୍ବାଚନରେ ସେ ବିଜୟୀ ହୋଇ [[୬ଷ୍ଠ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name=":1">{{Cite web|url=http://www.odishahelpline.com/Profile-of-Sailen-Mohapatra-of-SIMULIA-constituency-684.html|title=MLA Sailen Mohapatra Profile {{!}} SIMULIA Constituency|website=www.odishahelpline.com|access-date=2019-04-25}}</ref> ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।<ref name=":1" />
 
୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଶୈଳେନ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନରେ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୬ଷ୍ଠ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।
 
== ଆଧାର ==